ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • bm ପୃଷ୍ଠା ୩୨
  • ଆପଣ ଆଉ ଅଧିକ ଜାଣିବାକୁ ଚାହାନ୍ତି କି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣ ଆଉ ଅଧିକ ଜାଣିବାକୁ ଚାହାନ୍ତି କି ?
  • ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
bm ପୃଷ୍ଠା ୩୨

ଆପଣ ଆଉ ଅଧିକ ଜାଣିବାକୁ ଚାହାନ୍ତି କି ?

ଏହି ପୁସ୍ତିକାଟିରେ ବାଇବଲର ବାର୍ତ୍ତାକୁ ସଂକ୍ଷିପ୍ତରେ ଅଥଚ ରୋମାଞ୍ଚକ ଭାବରେ ଉପସ୍ଥାପନ କରାଯାଇଛି । କିନ୍ତୁ ପ୍ରତ୍ୟେକ ବିଷୟରେ ବାଇବଲ କି ଶିକ୍ଷା ଦିଏ, ତାହା ବିସ୍ତାରଭାବେ ବ୍ୟାଖ୍ୟା କରିବା ଉଦ୍ଦେଶ୍ୟରେ ଏହି ପୁସ୍ତିକାଟିକୁ ପ୍ରସ୍ତୁତ କରାଯାଇ ନାହିଁ ।

ଉଦାହରଣ ସ୍ୱରପେ, ଆପଣ ହୁଏତ ନିମ୍ନଲିଖିତ ବିଷୟରେ ବାଇବଲ କʼଣ କହେ ତାହା ଜାଣିବାକୁ ଚାହିଁବେ ଯଥା: ଈଶ୍ୱର କି ପ୍ରକୃତରେ ମୋର ବ୍ୟକ୍ତିଗତ ରୂପେ ଯତ୍ନ ନିଅନ୍ତି ? ମୃତ୍ୟୁପରେ ଆମର କʼଣ ହୁଏ ? ମୁଁ ଜୀବନରେ ଖୁସୀ କିପରି ପାଇବି ?

ଉପରେ ଲିଖିତ ଓ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଗଡ଼ିକର ଉତ୍ତର ଯିହୋବାଙ୍କ ସାକ୍ଷୀମାନଙ୍କ ଦ୍ୱାରା ପ୍ରକାଶିତ ବାଇବଲ ଆମକୁ କʼଣ ଶିଖାଏ ? ବହିରେ ଦିଆଯାଇଛି । ଏହି ପୁସ୍ତିକାଟି ବିଷୟଭିତ୍ତିକ ବାଇବଲର ଅଧ୍ୟୟନ ପାଇଁ ପ୍ରସ୍ତୁତ କରାଯାଇଛି । ଏହି ପ୍ରକାର ବାଇବଲ ଅଧ୍ୟୟନ ପଦ୍ଧତି, ଜଣକୁ ଏକ ନିର୍ଦ୍ଧିଷ୍ଟ ବିଷୟ ଉପରେ ଅନେକ ବାଇବଲ ପଦଗୁଡ଼ିକୁ ଖୋଜିପାଇବାକୁ ସାହାଯ୍ୟ କରିଥାଏ ।

www.jw.org/or ୱେବ୍‌ସାଇଟ୍‌ରେ ଆପଣ ଏହି ପ୍ରକାଶନକୁ ପଢ଼ନ୍ତୁ, ଡାଉନ୍‌ଲୋଡ୍‌ କରନ୍ତୁ ଏବଂ/କିମ୍ବା ବିନାମୂଲ୍ୟରେ ବାଇବଲ ଅଧ୍ୟୟନ କରିବା ପାଇଁ ଅନୁରୋଧ କରନ୍ତୁ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ