ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୧୩
  • ଖ୍ରୀଷ୍ଟ ଆମର ଆଦର୍ଶ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଖ୍ରୀଷ୍ଟ ଆମର ଆଦର୍ଶ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ମୁକ୍ତି ପାଇଁ କୃତଜ୍ଞ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୧୩

ଗୀତ ୧୩

ଖ୍ରୀଷ୍ଟ ଆମର ଆଦର୍ଶ

(୧ ପିତର ୨:୨୧)

  1. ୧. ପ୍ରେମରେ ଯିହୋବା,

    ପୁତ୍ର ଦେଇଦେଲେ ।

    ଜନ୍ମ ନେଲେ ଯୀଶୁ ହୋଇ ମଣିଷ,

    ପୃଥିବୀରେ କଲେ,

    ସମସ୍ତଙ୍କୁ ପ୍ରେମ ।

    ସତ୍ୟ ରାସ୍ତାକୁ ଦେଖାଇଦେଲେ ।

  2. ୨. ପିତାଙ୍କ ବାକ୍ୟରୁ,

    ମିଳେ ବୁଦ୍ଧି, ଶକ୍ତି,

    ଯୀଶୁଙ୍କ ପାଇଁ ଥିଲା ଏହା ଖାଦ୍ୟ ।

    ଆଦର୍ଶ ଅଟନ୍ତି,

    ଯୀଶୁ ହିଁ ଆମର ।

    ତାଙ୍କର ପଥେ ଆମେ ଚାଲିବା ।

  3. ୩. ପିତାଙ୍କ ପ୍ରଶଂସା,

    ସମସ୍ତେ କରିବା,

    ଯେପରି ପୁତ୍ର କଲେ ସେହିପରି ।

    ଆମେ ପ୍ରତିଦିନ,

    କରୁଛୁ ନିଶ୍ଚୟ,

    ଚାଲିବା ତାଙ୍କ ପଦଚିହ୍ନରେ ।

(ଯୋହ. ୮:୨୯; ଏଫି. ୫:୨; ଫିଲିପ୍‌. ୨:୫-୭ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ