ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୧୨୦
  • ଯୀଶୁଙ୍କ ପରି କୋମଳ ହୁଅ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁଙ୍କ ପରି କୋମଳ ହୁଅ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • କୋମଳତା ଆପଣଙ୍କର ଶକ୍ତି ଅଟେ, ଦୁର୍ବଳତା ନୁହେ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୧୨୦

ଗୀତ ୧୨୦

ଯୀଶୁଙ୍କ ପରି କୋମଳ ହୁଅ

(ମାଥିଉ ୧୧:୨୮-୩୦)

  1. ୧. ସବୁ ଲୋକଙ୍କଠୁ ଯୀଶୁ ଯେ ଶ୍ରେଷ୍ଠ;

    କଲେ ସେବା ନ ହୋଇ ପ୍ରଲୋଭିତ ।

    ଯିହୋବାଙ୍କ ଉଦ୍ଦେଶ୍ୟ ତାଙ୍କ କାମ;

    କଲେ ସର୍ବଦା ପୂର୍ଣ୍ଣ ହୋଇ ନମ୍ର ।

  2. ୨. ପରିଶ୍ରାନ୍ତ ଭାରଗ୍ରସ୍ଥ ଲୋକଙ୍କ;

    ବୋଝ ବୋହିବାକୁ ଦେଲେ ପ୍ରସ୍ତାବ ।

    ଯେବେ ରାଜ୍ୟ ଆସେ ପ୍ରଥମ ସ୍ଥାନେ;

    ତେବେ ମନରେ ବିଶ୍ରାମ ପାଇବେ ।

  3. ୩. ପରସ୍ପର ଆମେ ସମସ୍ତେ ଭାଇ;

    କହିଥିଲେ ପ୍ରଭୁ ଯୀଶୁ ଯେ ଏହି ।

    ମୂଲ୍ୟ ବହୁତ ନମ୍ର ଲୋକଙ୍କର;

    ହେବେ ସେ ଅଧିକାରୀ ପୃଥିବୀର ।

(ହିତୋ. ୩:୩୪; ମାଥି. ୫:୫; ୨୩:୮; ରୋମୀ. ୧୨:୧୬ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ