ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • CA-brpgm23 ପୃଷ୍ଠା ୪
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
  • ୨୦୨୨-୨୦୨୩ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ଶାଖା ପ୍ରତିନିଧିଙ୍କ ସହିତ
  • ପ୍ରାୟ ସମାନ ଲେଖା
  • ଶାନ୍ତି ଚାହୁଁଥିବା ଲୋକମାନେ
    ୨୦୨୨-୨୦୨୩ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ଶାଖା ପ୍ରତିନିଧିଙ୍କ ସହିତ
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୨-୨୦୨୩ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ସର୍କିଟ ଅଧ୍ୟକ୍ଷଙ୍କ ସହିତ
  • ଭାବିଚିନ୍ତି ସାଙ୍ଗ ବାଛନ୍ତୁ
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
୨୦୨୨-୨୦୨୩ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ଶାଖା ପ୍ରତିନିଧିଙ୍କ ସହିତ
CA-brpgm23 ପୃଷ୍ଠା ୪

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ:

  1. ୧. ଶାନ୍ତି ଚାହୁଁଥିବା ଲୋକମାନେ କିଏ ଅଟନ୍ତି ? (ଲୂକ ୧୦:୬)

  2. ୨. ଆମେ ଶାନ୍ତି ଚାହୁଁଥିବା ଲୋକମାନଙ୍କୁ ଈଶ୍ୱରଙ୍କ ସାଙ୍ଗ ହେବା ପାଇଁ ସାହାଯ୍ୟ କିପରି କରିପାରିବା ? (ମାଥି. ୧୦:୧୧)

  3. ୩. ଶାନ୍ତି ଚାହୁଁଥିବା ଲୋକମାନଙ୍କୁ ଖୋଜିବା ପାଇଁ ଶାନ୍ତିର ରାଜା କିପରି ଆମର ସାହାଯ୍ୟ କରନ୍ତି ? (ଯିଶା. ୯:୬, ୭; ମାଥି. ୨୮:୨୦)

  4. ୪. ଆମେ କିପରି ଦେଖାଇପାରିବା ଯେ ଆମେ ଶାନ୍ତି ଚାହୁଁଥିବା ଲୋକମାନେ ଅଟୁ ? (ଗୀତ. ୧୧:୫; ୨ ତୀମ. ୨:୨୪; ଯାକୁ. ୩:୧୭, ୧୮)

  5. ୫. ଶାନ୍ତି ଚାହୁଁଥିବା ଲୋକମାନେ ଏକ ଅନ୍ୟକୁ କିପରି ସାହାଯ୍ୟ କରନ୍ତି ? (୨ କରି. ୬:୧୩)

  6. ୬. ‘ସୁକ୍ରିୟାରେ କୁକ୍ରିୟାକୁ ପରାଜୟ କରିବା’ ପାଇଁ ଆମକୁ କʼଣ କରିବାକୁ ହେବ ? (ରୋମୀ. ୧୨:୨, ୬, ୧୦, ୧୮)

© 2022 Watch Tower Bible and Tract Society of Pennsylvania

CA-brpgm23-OI

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ