‘ମଣ୍ଡଳୀଗଣକୁ ପବିତ୍ର ଶକ୍ତି କʼଣ କହେ, ତାହା ଶୁଣନ୍ତୁ’
ପ୍ରକାଶିତ ବାକ୍ୟ ୩:୨୨
ସକାଳ କାର୍ଯ୍ୟକ୍ରମ
୯:୪୦ ସଂଗୀତ
୯:୫୦ ଗୀତ ସଂ. ୧ ଏବଂ ପ୍ରାର୍ଥନା
୧୦:୦୦ ‘ପବିତ୍ର ଶକ୍ତି କʼଣ କହେ, ତାହା ଶୁଣନ୍ତୁ’—କିପରି ?
୧୦:୧୫ ‘ତୁମ୍ଭେ ଦୁଃଖ ଉଠାଇ କ୍ଳାନ୍ତ ହୋଇ ନାହଁ’
୧୦:୩୦ “ଭୟ କର ନାହିଁ”
୧୦:୫୫ ଗୀତ ସଂ. ୭୩ ଏବଂ ଘୋଷଣା
୧୧:୦୫ “ତୁମ୍ଭେ ଆମ୍ଭଠାରେ ବିଶ୍ୱାସ କରୁଅଛ ବୋଲି . . . ଅସ୍ୱୀକାର କରି ନ ଥିଲ”
୧୧:୩୫ ସମର୍ପଣ: ଗୋଟିଏ ଖାସ୍ ନିଷ୍ପତ୍ତି ଯାହାର ଅର୍ଥ ବି ବହୁତ ଖାସ୍
୧୨:୦୫ ଗୀତ ସଂ. ୭୯
ଦ୍ୱିପହର କାର୍ଯ୍ୟକ୍ରମ
୧:୨୦ ସଂଗୀତ
୧:୩୦ ଗୀତ ସଂ. ୧୨୬
୧:୩୫ ଅନୁଭୂତି
୧:୪୫ ପ୍ରହରୀଦୁର୍ଗର ସାରାଂଶ
୨:୧୫ ପରିଚର୍ଚ୍ଚା: ଏହି ପରାମର୍ଶ କିପରି ମାନିବା
• ‘ତୁମ୍ଭମାନଙ୍କଠାରେ ଯାହା ଅଛି, ତାହା ଦୃଢ଼ ରୂପେ ଧରି ରଖ’
• ‘ଜାଗ୍ରତ ହୁଅ, ପୁଣି ଅବଶିଷ୍ଟ ବିଷୟସବୁକୁ ସବଳ କର’
• “ଆମ୍ଭେ ତୁମ୍ଭ ସମ୍ମୁଖରେ ଗୋଟିଏ ଦ୍ୱାର ଫିଟାଇଅଛୁ”
୩:୦୦ ଗୀତ ସଂ. ୭୬ ଏବଂ ଘୋଷଣା
୩:୧୦ ଉତ୍ସାହୀ ହୁଅନ୍ତୁ
୩:୫୫ ଗୀତ ସଂ. ୧୨୯ ଏବଂ ପ୍ରାର୍ଥନା