ଘୋଷଣାବଳୀ
◼ ସାହିତ୍ୟାଦିର ଅର୍ପଣ ଆକ୍ଟୋବର: ପ୍ରହରୀଦୁର୍ଗ କିମ୍ବା ଜାଗ୍ରତ ହୁଅନ୍ତୁ ! ଏକ ବର୍ଷ ପାଇଁ ଅର୍ଦ୍ଧମାସିକ ସଂସ୍କରଣର ଅଭିଦାନ ୯୦.୦୦ ଟଙ୍କା । ମାସିକ ସଂସ୍କରଣର ବାର୍ଷିକ ଅଭିଦାନ ଏବଂ ଛଅ ମାସ ପାଇଁ ଅର୍ଦ୍ଧବାର୍ଷିକ ଅଭିଦାନର ମୂଲ୍ୟ ୪୫.୦୦ ଟଙ୍କା । ଛଅ ମାସ ପାଇଁ ମାସିକ ସଂସ୍କରଣର ଅଭିଦାନ ଦିଆଯାଏ ନାହିଁ । ଯଦି ଅଭିଦାନ କରିବା ପାଇଁ ମନାକରନ୍ତି, ତେବେ ପ୍ରତି ଖଣ୍ଡ ମ୍ୟାଗାଜିନକୁ ୪.୦୦ଟଙ୍କା ଚାନ୍ଧାରେ ଦବା ଉଚିତ୍ । ଯେତେବେଳେ ଅଭିଦାନ ଗ୍ରହଣ କରନ୍ତି, ଏହା ମନେରଖନ୍ତୁ ଯେ ପଞ୍ଜାବି ଓ ଉର୍ଦୂ ଛଡ଼ା (ଯାହା ମାସିକ ଅଟେ) ନେପାଳି ଏବଂ ସମସ୍ତ ଭାରତୀୟ ଭାଷାରେ ପ୍ରହରୀଦୁର୍ଗର ଅର୍ଦ୍ଧମାସିକ ପତ୍ରିକା ପ୍ରାପ୍ତ ହୁଏ । ମାଲ୍ୟାଲମ ଏବଂ ଟାମିଲ ଭାଷାରେ ଜାଗ୍ରତ ରହନ୍ତୁ ! ମ୍ୟାଗାଜିନଟି ଅର୍ଦ୍ଧମାସିକ ଅଟେ । ଗୁଜୁରାତି, ହିନ୍ଦି, କର୍ଣ୍ଣାଟକ, ମରାଠି, ନେପାଳି, ଏବଂ ତେଲୁଗୁ ଭାଷାରେ ଏହା ମାସିକ ଅଟେ । ବେଙ୍ଗୋଲି, ପଞ୍ଜାବି, ଉର୍ଦୂ ଭାଷାରେ ଜାଗ୍ରତ ରହନ୍ତୁ ! ମ୍ୟାଗାଜିନର ତ୍ରୈମାସିକ ବଣ୍ଟନ ମଣ୍ଡଳୀରେ ହୁଏ, କିନ୍ତୁ ଏହି ତିନୋଟି ଭାଷାରେ ବ୍ୟକ୍ତିଗତ ଅଭିଦାନ ମିଳେ ନାହିଁ । ରାଜ୍ୟ ସୁସମାଚାର କ୍ରମିକ ନମ୍ବର ୩୫ ର ବିତରଣ ଅକ୍ଟୋବର ମାସ ୧୨ ତାରିଖର ପ୍ରାରମ୍ଭରେ ହେବ । ନଭେମ୍ବର: ରାଜ୍ୟ ସୁସମାଚାର କ୍ରମିକ ନମ୍ବର ୩୫ ର ବଣ୍ଟନ ଶେଷ ହେଲା ପରେ ଜ୍ଞାନ ବହିର ବିତରଣ ୨୦.୦୦ ଟଙ୍କା ଚାନ୍ଧାରେ କରାଯିବ । ଡିସେମ୍ବର: ନିମ୍ନୋକ୍ତ ଯେ କୌଣସି ତିନୋଟି ବହିର ଅଭିଦାନ ୪୫.୦୦ ଟଙ୍କା ହେବ: ଆପଣ ସର୍ବାଦା ପାରଦୀଶ ପୃଥିବୀରେ ଜୀବିତ ରହିପାରିବେ, (ଛୋଟ ସାଇଜ ୨୫.୦୦ ଟଙ୍କା) ମୋର ବାଇବଲ ଗଳ୍ପ ବହି (ଛୋଟ ସାଇଜ ୩୦.୦୦ ଟଙ୍କା), କିମ୍ବା ଜଣେ ସର୍ବଶ୍ରେଷ୍ଠ ମନୁଷ୍ୟ ଯିଏ ଥରେ ଜୀବିତ ଥିଲେ । ତା ନହେଲେ, ଜୁଲାଇ ମାସର ଆମ ରାଜ୍ୟର ପରିଚର୍ଯ୍ୟାରେ ଦିଆଯାଇଥିବା ବିଶେଷ ବହି ତାଲିକାର ଯେ କୌଣସି ବହି ଟ୨.୫୦ ପଇସରେ ଦିଆଯାଇ ପାରିବ । ଜାନୁଆରୀ: ୧୯୨ ପୃଷ୍ଠା ବିଶିଷ୍ଟ ସଂସ୍ଥାର ଯେ କୌଣସି ତାଲିକାଭୁକ୍ତ ପୁରୁଣା ବହି ଅଧା ଦାମ କିମ୍ବା ବିଶେଷ ଦାମରେ ଦିଆଯିବ । ଯେଉଁଠାରେ ଏହି ବହିଗୁଡ଼ିକ ଅଞ୍ଛଳିକ ଭାଷାରେ ମିଳେ ନାହିଁ, ସେଠାରେ ଜ୍ଞାନ ବହି କିମ୍ବା ପାରିବାରିକ ସୁଖ ବହି ୨୦.୦୦ ଟଙ୍କା ବିନିମୟରେ ଦିଆଯାଇ ପାରେ ।
ଲକ୍ଷ କରନ୍ତୁ: ଉପର ଲିଖିତ ଅଭିଯାନ ବସ୍ତୁ ଯାହା ମଣ୍ଡଳୀ ଏ ପର୍ଯ୍ୟନ୍ତ ଅନୁରୋଧ କରି ନାହିଁ ପରବର୍ତ୍ତି ସାହିତ୍ୟ ଅନୁରୋଧ ପତ୍ରରେ (S-AB-14) କରିପାରିବ ।
◼ ଯେଉଁମାନେ ଗୋଟିଏ ମଣ୍ଡଳୀ ସହିତ ସମ୍ମିଳୀତ, ସେମାନେ ନୂତନ ଅଭିଦାନ ଏବଂ ପ୍ରହରୀଦୁର୍ଗ ଓ ଜାଗ୍ରତ ରୁହନ୍ତୁ ! ମ୍ୟାଗାଜିନ ପାଇଁ ଅଭିଦାନ ନବୀକରଣ କରି ସେମାନଙ୍କର ନିଜର ଅଭିଦାନସହ ମଣ୍ଡଳୀ ମାଧ୍ୟମରେ ପଠାଇବା ଉଚିତ ।
◼ “ଐଶିକ ପରିଚର୍ଯ୍ୟା ବିଦ୍ୟାଳୟର ତାଲିକାକୁ ୧୯୯୮” ଆମ ରାଜ୍ୟ ପରିଚର୍ଯ୍ୟାର ନୂତନ ସଂସ୍କରଣରେ ଅନ୍ତର୍ଭୁକ୍ତ କରାଯିବ ଏବଂ ୧୯୯୮ ବର୍ଷ ପାଇଁ ନିର୍ଦ୍ଦେଶବଳୀ ରଖାଯିବ ।
◼ ପାଞ୍ଚଟି ସପ୍ତାହର ପୂର୍ଣ୍ଣ ଦିବସ ଏବଂ ନଭେମ୍ବର ମାସଟି ଅନେକଙ୍କ ନିମନ୍ତେ ସହାୟକ ଅଗ୍ରଗାମୀ ପାଇଁ ଉପଯୁକ୍ତ ସମୟ ଅଟେ ।
◼ ନୂତନ ପ୍ରକାଶନ ମିଳୁଅଛି:
ମୋର ବାଇବଲ ଗଳ୍ପ ବହି (ଛୋଟ ସାଇଜ)—କାନାଡ଼ା
ପାରିବାରିକ ସୁଖର ରହସ୍ୟ—ଉର୍ଦୂ
ପ୍ରହରୀଦୂର୍ଗ ଏବଂ ଜାଗ୍ରତ ହୁଅନ୍ତୁ ! ମ୍ୟାଗାଜିନର ବନ୍ଧେଇ ପୁସ୍ତକ ୧୯୯୬—ଇଂଗ୍ରାଜୀ
ପୁଣି ପ୍ରକାଶନଗୁଡ଼କ ମିଳୁଅଛି:
ନ୍ୟୁ ୱାଲଡ଼ ଟ୍ରାସଲେସନ ଅଫ ହୋଲି ସ୍କିପଚର ଡିଲସ୍କ ସାଇଜ ବାଇବଲ (Dlbi25)—ଇଂଗ୍ରାଜୀ
ମୃତ୍ୟ ଉପରେ ବିଜୟ—ଆପଣଙ୍କ ପାଇଁ ଏହା କʼଣ ସମ୍ଭବ?—ଗୁଜୁରାତି, ଟାମିଲ
◼ ପ୍ରକାଶନର ଉପଲବ୍ଧି ନାହିଁ:
ଗୋଟିଏ ନୂତନ ପୃଥିବୀରେ ଅନୁଜୀବନ—ମାଲାଲିୟମ
କେବଳ ସତ୍ୟ ଈଶ୍ୱରଙ୍କ ଉପାସନାରେ ଏକୀକୃତ—ମାଲାଲିୟମ