ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • km ୧୧/୯୭ ପୃଷ୍ଠା ୩
  • ଚୌରଙ୍ଗୀ ମୁଦ୍ରଣଯନ୍ତ୍ର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଚୌରଙ୍ଗୀ ମୁଦ୍ରଣଯନ୍ତ୍ର
  • ଆମ ରାଜ୍ୟ ସେବା—୧୯୯୭
ଆମ ରାଜ୍ୟ ସେବା—୧୯୯୭
km ୧୧/୯୭ ପୃଷ୍ଠା ୩

ଚୌରଙ୍ଗୀ ମୁଦ୍ରଣଯନ୍ତ୍ର

(There is no corresponding article in English)

ଜୁଲାଇ ୨, ୧୯୯୭, ଚିଠିର ପ୍ରତିକ୍ରିଆ ପାଇଁ ଆମେ ଆପଣମାନଙ୍କୁ ଧନ୍ୟବାଦ ଦେଉଛୁ, ଯହା ଏକ ଖୁସିର ଖବର ବହନ କରେ, ଆମେ ଦୁଇଟି ଚୌରଙ୍ଗୀ ପ୍ରେସ ବସାଇବାକୁ ଯାଉଛୁ ଯାହା ସାହାଯ୍ୟରେ ପ୍ରହରୀଦୁର୍ଗ ଓ ଜାଗ୍ରତ ରହନ୍ତୁ ! ପତ୍ରିକାଗୁଡିକର ମୁଦ୍ରଣ ରଙ୍ଗୀନ କରାଯିବ । ଆମେ ଆଶା କରୁଛୁ ଯେ ବର୍ତ୍ତମାନ ଯେ କୌଣସି ମୂହୁର୍ତ୍ତରେ ଏହି ମୁଦ୍ରଣଯନ୍ତ୍ରଟି ଭାରତରେ ପହଞ୍ଚିଯିବ ଯାହାକୁ ସ୍ଥାପନ କରିବା ପାଇଁ ଆଶାତିତଭାବେ ଆମକୁ ପ୍ରତ୍ୟେକ ମୁଦ୍ରଣଯନ୍ତ୍ର ପାଇଁ ୭୦ ଲକ୍ଷ ଟଙ୍କା ଦବାକୁ ପଡ଼ିବ ।

ଏହି ଚିଠି ପାଇଲା ପରେ ଅନେକ ମଣ୍ଡଳୀ ଏବଂ ଲୋକମାନେ ପ୍ରହରୀଦୁର୍ଗ ପ୍ରକାଶନ ସଂସ୍ଥାକୁ ମୁଦ୍ରଣଯନ୍ତ୍ରର ମୂଳ୍ୟ ବବାଦରେ ମୁକ୍ତହସ୍ତରେ ଚାନ୍ଦା ଦେଇଥିଲେ । କେତେକ ଲୋକ ଆହୁରି ମଧ୍ୟ ଚାନ୍ଦା ଦେଉଛନ୍ତି ଯାହା ପାଇଁ ଆମେ ପ୍ରକୃତରେ କୃତଜ୍ଞ । ବର୍ତ୍ତମାନ ମଧ୍ୟ ଏହି ନିର୍ଦିଷ୍ଟ ପରିକଳ୍ପନା ପାଇଁ ଚାନ୍ଦା ଦେବାର ସୁବିଧା ଅଛି ଏବଂ ଆମେ ଆପଣଙ୍କ ସାହାଯ୍ୟର ଅପେକ୍ଷାରେ ଅଛୁ । ଯେଉଁ ମଣ୍ଡଳୀ ଓ ଲୋକମାନେ ଅବିଳମ୍ବେ ଚାନ୍ଦା, କିମ୍ବା ବିନା ସୁଧ ନେଇ ସଂସ୍ଥା ପାଖରେ ନିଜର ପୁଞ୍ଜିକୁ ଜମା ରଖିବାକୁ ଚାହାନ୍ତି, ତେବେ ସେମାନେ ଜୁଲାଇ ୨, ୧୯୯୭, ଚିଠିଟିକୁ ଦେଖି ସେଥିରେ ଦିଆଯାଇଥିବା ନିର୍ଦ୍ଦେଶ ପାଳନ କରିବା ଆବଶ୍ୟକ ।

ଅମେ ପ୍ରାର୍ଥନା କରୁ ଯେ କ୍ଷେତ୍ରରେ ଆମର ପତ୍ରିକାଗୁଡ଼ିକ ପାଇଁ ଏହି ଚୌରଙ୍ଗୀ ମୁଦ୍ରଣ ଗୋଟିଏ ଲାଭଦାୟକ ଉଦ୍ୟମ ହେବ । ସତ୍ୟର ମନୋଜ୍ଞ ଶବ୍ଦରେ ପୂର୍ଣ୍ଣ ହୋଉଥିବା ପତ୍ରିକାଗୁଡ଼ିକ ପ୍ରକୃତରେ ଅନନ୍ତ ଜୀବନ ପାଇଁ ଇଚ୍ଚୁକ ବ୍ୟକ୍ତିମାନଙ୍କଙ୍କୁ ଆହୁରି ଅକର୍ଷିତ କରିବ ।—ହିତୋ. ୨୫:୧୧; ଉପ.୧୨:୧୦; ପ୍ରେରିତ ୧୩:୪୮.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ