ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ସେପ୍ଟେମ୍ବର ପୃଷ୍ଠା ୫
  • ୧୮-୨୪ ସେପ୍ଟେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୮-୨୪ ସେପ୍ଟେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ସେପ୍ଟେମ୍ବର ପୃଷ୍ଠା ୫

୧୮-୨୪ ସେପ୍ଟେମ୍ବର

ଦାନିୟେଲ ୧-୩

  • ଗୀତ ୩୩ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯିହୋବାଙ୍କର ବିଶ୍ୱସ୍ତ ରହନ୍ତୁ ଏବଂ ଆଶିଷ ପାଆନ୍ତୁ”: (୧୦ ମି.)

    • [ଦାନିୟେଲ ବହିର ପରିଚୟ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।]

    • ଦାନି ୩:୧୬-୨୦—ଦାନିୟେଲଙ୍କ ସାଥୀମାନେ କଠିନ ପରୀକ୍ଷାକୁ ସଫଳତାର ସହିତ ସହ୍ୟ କଲେ ଏବଂ ଯିହୋବାଙ୍କର ବିଶ୍ୱସ୍ତ ରହିଲେ (ପ୍ର୧୫-HI ୭/୧୫ ୨୫-୨୬ ¶୧୫-୧୬)

    • ଦାନି ୩:୨୬-୨୯—ସେମାନଙ୍କ ବିଶ୍ୱସ୍ତ ରହିବା ଯୋଗୁଁ ଯିହୋବାଙ୍କର ମହିମା ହେଲା ଏବଂ ସେମାନେ ଆଶିଷ ପାଇଲେ (ପ୍ର୧୩-HI ୧/୧୫ ୧୦ ¶୧୩)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଦାନି ୧:୫, ୮—ଦାନିୟେଲ ଓ ତାଙ୍କ ତିନି ଜଣ ସାଥୀ କାହିଁକି ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ରାଜାଙ୍କର ସୁସ୍ୱାଦୁ ଖାଦ୍ୟ ଖାଇ ସେମାନେ ଦୂଷିତ ହୋଇଯିବେ? (ଇନସାଇଟ୍‌-୨ ୩୮୨)

    • ଦାନି ୨:୪୪—ମୂର୍ତ୍ତିରେ ଦର୍ଶାଯାଇଥିବା ସରକାରଗୁଡ଼ିକୁ ଈଶ୍ୱରଙ୍କ ରାଜ୍ୟ କାହିଁକି ଖଣ୍ଡ ଖଣ୍ଡ ଏବଂ ନଷ୍ଟ କରିଦେବ? (ପ୍ର୧୨-HI ୬/୧୫ ୧୭, ବକ୍ସ; ପ୍ର୦୧-HI ୧୦/୧୫ ୬ ¶୪)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଦାନି ୨:୩୧-୪୩

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ଯିଶା ୪୦:୨୨—ସତ୍ୟ ଶିଖାନ୍ତୁ—ପୁନଃସାକ୍ଷାତ ପାଇଁ ମୂଳଦୁଆ ତିଆରି କରନ୍ତୁ।

  • ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍‌) ରୋମୀ ୧୫:୪—ସତ୍ୟ ଶିଖାନ୍ତୁ—ପ୍ରଥମ ସାକ୍ଷାତକୁ ଆଗକୁ ବଢ଼ାନ୍ତୁ। JW.ORG ସମ୍ପର୍କ କାର୍ଡ ଦିଅନ୍ତୁ।

  • ଭାଷଣ: (୬ ମି. କିମ୍ବା ତାʼଠାରୁ କମ୍‌) ପ୍ର୧୭.୦୨-HI ୨୯-୩୦ ପୃଷ୍ଠା—ବିଷୟବସ୍ତୁ: କʼଣ ଯିହୋବା ପୂର୍ବରୁ ଜାଣନ୍ତି ଯେ ଆମେ କେତେ ସହ୍ୟ କରିପାରିବା ଏବଂ ତାʼପରେ ସେ ସ୍ଥିର କରନ୍ତି ଯେ ଆମ ଜୀବନରେ କʼଣ କʼଣ ପରୀକ୍ଷା ଆସିବ?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୮

  • “ଯେତେବେଳେ ପରୀକ୍ଷା ଆସେ, ବିଶ୍ୱସ୍ତତା ବଜାୟ ରଖନ୍ତୁ”: (୮ ମି.) ଆଲୋଚନା।

  • “ଯେତେବେଳେ ପରିବାରର କୌଣସି ସଦସ୍ୟଙ୍କୁ ବହିଷ୍କାର କରାଯାଏ, ନିଜ ବିଶ୍ୱସ୍ତତା ବଜାୟ ରଖନ୍ତୁ”: (୭ ମି.) ଆଲୋଚନା।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୫ ଅଧ୍ୟା. ¶୯-୧୬

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୧୩ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ