ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ସେପ୍ଟେମ୍ବର ପୃଷ୍ଠା ୬
  • ୨୫ ସେପ୍ଟେମ୍ବର-୧ ଅକ୍ଟୋବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୫ ସେପ୍ଟେମ୍ବର-୧ ଅକ୍ଟୋବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ସେପ୍ଟେମ୍ବର ପୃଷ୍ଠା ୬

୨୫ ସେପ୍ଟେମ୍ବର-୧ ଅକ୍ଟୋବର

ଦାନିୟେଲ ୪-୬

  • ଗୀତ ୫୧ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଆପଣ କʼଣ ଲଗାତାର ଯିହୋବାଙ୍କର ସେବା କରୁଛନ୍ତି?”: (୧୦ ମି.)

    • ଦାନି ୬:୭-୧୦—ଦାନିୟେଲଙ୍କ ଜୀବନରେ ବିପଦ ଆସିବା ସତ୍ତ୍ୱେ ସେ ଯିହୋବାଙ୍କର ସେବା କରିବା ଛାଡ଼ିଲେ ନାହିଁ (ପ୍ର୧୦-HI ୧୧/୧୫ ୬ ¶୧୬; ପ୍ର୦୬-HI ୧୧/୧ ୨୬ ¶୧୨)

    • ଦାନି ୬:୧୬, ୨୦—ରାଜା ଦାରୀୟାବସ ସ୍ୱୀକାର କଲା ଯେ ଦାନିୟେଲଙ୍କର ଯିହୋବାଙ୍କ ସହିତ ଘନିଷ୍ଠ ସମ୍ପର୍କ ଥିଲା (ପ୍ର୦୩-HI ୯/୧୫ ୧୫ ¶୨)

    • ଦାନି ୬:୨୨, ୨୩—ଯିହୋବା ଦାନିୟେଲଙ୍କୁ ଆଶିଷ ଦେଲେ, କାରଣ ସେ ନିୟମିତ ଭାବେ ତାହାଙ୍କ ଉପାସନା କରୁଥିଲେ (ପ୍ର୧୦-HI ୨/୧୫ ୧୮ ¶୧୫)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଦାନି ୪:୧୦, ୧୧, ୨୦-୨୨—ନବୂଖଦ୍‌ନିତ୍ସର ଦେଖିଥିବା ସ୍ୱପ୍ନର ଉଚ୍ଚ ଓ ବିଶାଳ ଗଛ କାହାକୁ ଦର୍ଶାଏ? (ପ୍ର୦୭-HI ୯/୧ ୧୯ ¶୪)

    • ଦାନି ୫:୧୭, ୨୯—ରାଜା ବେଲ୍‌ଶତ୍ସରଙ୍କଠାରୁ ଉପହାର ନେବା ପାଇଁ ଦାନିୟେଲ ପ୍ରଥମେ କାହିଁକି ଅସ୍ୱୀକାର କଲେ ଏବଂ ପରେ ସେଗୁଡ଼ିକୁ ସ୍ୱୀକାର କଲେ? (ପ୍ର୮୮-E ୧୦/୧ ୩୦ ¶୩-୫; ଦାନିୟେଲ (ହିନ୍ଦୀ) ୧୦୯ ପୃଷ୍ଠା ¶୨୨)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଦାନି ୪:୨୯-୩୭

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ମଣ୍ଡଳୀର ସଭାକୁ ନିମନ୍ତ୍ରଣ ପତ୍ର ଦିଅନ୍ତୁ।

  • ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍‌) ମଣ୍ଡଳୀର ସଭାକୁ ନିମନ୍ତ୍ରଣ ପତ୍ର—ଗତ ସାକ୍ଷାତରେ ଆପଣ ମଣ୍ଡଳୀର ସଭାକୁ ନିମନ୍ତ୍ରଣ ପତ୍ର ଦେଇଥିଲେ। ଏଥର ଦେଖାନ୍ତୁ ଯେ ପୁନଃସାକ୍ଷାତ କିପରି କରାଯାଏ।

  • ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍‌) ଆମକୁ ଶିଖାଏ ୧୨୯ ପୃଷ୍ଠା ୧୬ ଅନୁ—ବିଦ୍ୟାର୍ଥୀଙ୍କୁ ପ୍ରୋତ୍ସାହନ ଦିଅନ୍ତୁ ଯେ ପରିବାରରୁ ଆସୁଥିବା ବିରୋଧ ସତ୍ତ୍ୱେ ସେ ଯେପରି ଈଶ୍ୱରଙ୍କର ବିଶ୍ୱସ୍ତ ରହିବେ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୩୯

  • “ଲଗାତାର ଯିହୋବାଙ୍କ ସେବା କରିବା ପାଇଁ ସେମାନଙ୍କୁ ତାଲିମ୍‌ ଦିଅନ୍ତୁ”: (୧୫ ମି.) ଆଲୋଚନା। ଏହାପରେ ଭିଡିଓ ଦେଖାନ୍ତୁ, ଯେଉଁଥିରେ ଜଣେ ଅନୁଭବୀ ଖ୍ରୀଷ୍ଟିୟାନ ଜଣେ ନୂଆ ପ୍ରଚାରକଙ୍କ ସହିତ ପ୍ରଚାର କରୁଛନ୍ତି। ତାʼପରେ ଭିଡିଓ ଉପରେ ଆଲୋଚନା କରନ୍ତୁ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୫ ଅଧ୍ୟା. ¶୧୭-୨୧, ୨୫୯ ପୃଷ୍ଠାର ବକ୍ସ

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୬ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ