ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ଅକ୍ଟୋବର ପୃଷ୍ଠା ୮
  • ୩୦ ଅକ୍ଟୋବର–୫ ନଭେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୩୦ ଅକ୍ଟୋବର–୫ ନଭେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ଅକ୍ଟୋବର ପୃଷ୍ଠା ୮

୩୦ ଅକ୍ଟୋବର–୫ ନଭେମ୍ବର

ଯୋୟେଲ ୧-୩

  • ଗୀତ ୧୪୩ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ତୁମ୍ଭମାନଙ୍କର ପୁତ୍ରଗଣ ଓ କନ୍ୟାଗଣ ଭବିଷ୍ୟଦ୍‌ବାକ୍ୟ ପ୍ରଚାର କରିବେ”: (୧୦ ମି.)

    • [ଯୋୟେଲ ବହିର ପରିଚୟ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।]

    • ଯୋୟେ ୨:୨୮, ୨୯—ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଯିହୋବାଙ୍କ ତରଫରୁ ବାର୍ତ୍ତା ଶୁଣାନ୍ତି [ପ୍ର୦୨-ହି ୮/୧ ୧୫ ¶୪-୫; ଯିହୋବାଙ୍କ ଦିନ (ଇଂରାଜୀ) ୧୬୭ ¶୪]

    • ଯୋୟେ ୨:୩୦-୩୨—କେବଳ ଯେଉଁମାନେ ଯିହୋବାଙ୍କ ନାମରେ ପ୍ରାର୍ଥନା କରିବେ, ସେମାନେ ତାହାଙ୍କର ଭୟଙ୍କର ଦିନରେ ଉଦ୍ଧାର ପାଇବେ (ପ୍ର୦୭-ହି ୧୦/୧ ୬ ¶୬)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଯୋୟେ ୨:୧୨, ୧୩—ଏହି ପଦଗୁଡ଼ିକ ପ୍ରକୃତ ଅନୁତାପ ବିଷୟରେ ଆମକୁ କʼଣ ଶିଖାଏ? (ପ୍ର୦୭-ହି ୧୦/୧ ୬ ¶୯)

    • ଯୋୟେ ୩:୧୪—“ଦଣ୍ଡାଜ୍ଞାର ଉପତ୍ୟକା” କʼଣ? (ପ୍ର୦୭-ହି ୧୦/୧ ୬ ¶୭)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଯୋୟେ ୨:୨୮-୩:୮

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) JW.ORG ସମ୍ପର୍କ କାର୍ଡ

  • ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍‌) JW.ORG ସମ୍ପର୍କ କାର୍ଡ—ଗତ ସାକ୍ଷାତରେ ଆପଣ ଏହି କାର୍ଡ ଦେଇଥିଲେ। କଥାବାର୍ତ୍ତାକୁ ଆଗକୁ ବଢ଼ାନ୍ତୁ ଏବଂ ଶେଷରେ jw.org ୱେବସାଇଟ୍‌ରେ ଥିବା ଏକ ଭିଡିଓ ବିଷୟରେ କୁହନ୍ତୁ।

  • ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍‌) ଈଶ୍ୱରଙ୍କ ପ୍ରେମ (ହିନ୍ଦୀ) ୨୨୫-୨୨୬ ପୃଷ୍ଠା ¶୩-୫

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୫୧

  • ଯିହୋବା ପରୀକ୍ଷାଗୁଡ଼ିକରେ ଧୈର୍ଯ୍ୟ ଧରିବା ପାଇଁ ଆମକୁ ସାହାଯ୍ୟ କରନ୍ତି: (୯ ମି.) ଯିହୋବା ମୋର ଦୃଢ଼ ଦୁର୍ଗ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ। ତାʼପରେ ଉପସ୍ଥିତ ଲୋକଙ୍କୁ ପଚାରନ୍ତୁ: ହେନ୍‌ସଲ ପରିବାର ପରୀକ୍ଷାଗୁଡ଼ିକର କିପରି ସାମନା କଲା? ପିତାମାତାଙ୍କ ବିଶ୍ୱାସ ଓ ବିଶ୍ୱସ୍ତତା ପିଲାମାନଙ୍କ ଉପରେ କିପରି ପ୍ରଭାବ ପକାଇପାରେ? ଯିହୋବା ଆପଣଙ୍କୁ କିପରି ମଜବୁତ୍‌ କରିପାରନ୍ତି, ଯେପରି ସେ ଭାଇ ହେନ୍‌ସଲଙ୍କୁ କଲେ?

  • ଯିହୋବାଙ୍କ ମିତ୍ର ହୁଅନ୍ତୁ—ଯିହୋବାଙ୍କ ନାମ: (୬ ମି.) ଯିହୋବାଙ୍କ ମିତ୍ର ହୁଅନ୍ତୁ—ଯିହୋବାଙ୍କ ନାମ (ହିନ୍ଦୀ) ଭିଡିଓ ଦେଖାନ୍ତୁ। ତାʼପରେ କିଛି ପିଲାଙ୍କୁ ମଞ୍ଚ ଉପରକୁ ଡାକନ୍ତୁ ଏବଂ ସେମାନଙ୍କୁ ପଚାରନ୍ତୁ: ଯିହୋବାଙ୍କ ନାମର ଅର୍ଥ କʼଣ? ଯିହୋବା କʼଣ କʼଣ ସୃଷ୍ଟି କରିଛନ୍ତି? ଯିହୋବା କିପରି ଆପଣଙ୍କୁ ସାହାଯ୍ୟ କରିପାରନ୍ତି?

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୭ ଅଧ୍ୟା. ¶୧୦-୧୮

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୨୮ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ