ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଫେବୃୟାରୀ ପୃଷ୍ଠା ୬
  • ୧୯-୨୫ ଫେବୃୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୯-୨୫ ଫେବୃୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଫେବୃୟାରୀ ପୃଷ୍ଠା ୬

୧୯-୨୫ ଫେବୃୟାରୀ

ମାଥିଉ ୧୬-୧୭

  • ଗୀତ ୨୨ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଆପଣଙ୍କ ଚିନ୍ତାଧାରା କାହାର?”: (୧୦ ମି.)

    • ମାଥି ୧୬:୨୧, ୨୨—ପିତର ଭାବପ୍ରବଣତା ଦ୍ୱାରା ପ୍ରଭାବିତ ହୋଇ ନିଜ ମନରେ ଭୁଲ୍‌ ଚିନ୍ତାଧାରା ପୂରାଇଲେ (ପ୍ର୦୭-ହି ୩/୧ ୧୨ ¶୧୭)

    • ମାଥି ୧୬:୨୩—ପିତରଙ୍କ ଚିନ୍ତାଧାରା ଈଶ୍ୱରଙ୍କର ନ ଥିଲା (ପ୍ର୧୫-ହି ୫/୧୫ ୧୩ ¶୧୬-୧୭)

    • ମାଥି ୧୬:୨୪—ଖ୍ରୀଷ୍ଟିୟାନମାନେ ଈଶ୍ୱରଙ୍କ ଚିନ୍ତାଧାରା ଅନୁଯାୟୀ ଜୀବନଯାପନ କରିବା ଉଚିତ୍‌ (ପ୍ର୦୬-ହି ୪/୧ ୨୩ ¶୯)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ମାଥି ୧୬:୧୮—ଯୀଶୁ ଯେଉଁ ପଥର ଉପରେ ଖ୍ରୀଷ୍ଟିୟାନ ମଣ୍ଡଳୀ ତୋଳିଲେ, ସେ କିଏ ଥିଲେ? (“ତୁମ୍ଭେ ପିତର, ପୁଣି ଏହି ପଥର ଉପରେ,” “ମଣ୍ଡଳୀ” ଅଧ୍ୟୟନ ବାଇବଲ—ମାଥି ୧୬:୧୮ ଅଧ୍ୟୟନ ତଥ୍ୟ)

    • ମାଥି ୧୬:୧୯—ଯୀଶୁ ପିତରଙ୍କୁ ଯେଉଁ “ସ୍ୱର୍ଗରାଜ୍ୟର କଞ୍ଚି” ଦେଲେ, ତାହା କʼଣ ଥିଲା? (“ସ୍ୱର୍ଗରାଜ୍ୟର କଞ୍ଚି” ଅଧ୍ୟୟନ ବାଇବଲ—ମାଥି ୧୬:୧୯ ଅଧ୍ୟୟନ ତଥ୍ୟ)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ମାଥି ୧୬:୧-୨୦

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ଆପଣଙ୍କ ଅଞ୍ଚଳରେ ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ।

  • ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ।

  • ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୪୦

  • “ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—କୁଶଳତାର ସହିତ ପ୍ରଶ୍ନଗୁଡ଼ିକର ବ୍ୟବହାର କରିବାରେ”: (୧୫ ମି.) ଆଲୋଚନା। ଯୀଶୁ ଯେଉଁ କାମ ଆରମ୍ଭ କରିଥିଲେ ତାହା କରନ୍ତୁ—ଶିଖାନ୍ତୁ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୨ ¶୪-୧୦

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୧୫୨ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ