ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଫେବୃୟାରୀ ପୃଷ୍ଠା ୮
  • ଧ୍ୟାନ ଦିଅନ୍ତୁ ଯେପରି ନିଜର ଓ ଅନ୍ୟର ବିଘ୍ନର କାରଣ ନ ହେବେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଧ୍ୟାନ ଦିଅନ୍ତୁ ଯେପରି ନିଜର ଓ ଅନ୍ୟର ବିଘ୍ନର କାରଣ ନ ହେବେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ସଠିକ୍‌ ମନୋଭାବ ରଖି ଯୀଶୁଙ୍କର ଅନୁଗମନ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଫେବୃୟାରୀ ପୃଷ୍ଠା ୮

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୧୮-୧୯

ଧ୍ୟାନ ଦିଅନ୍ତୁ ଯେପରି ନିଜର ଓ ଅନ୍ୟର ବିଘ୍ନର କାରଣ ନ ହେବେ

ନିଜର କିମ୍ବା ଅନ୍ୟର ବିଘ୍ନର କାରଣ ହେବା କେତେ ଗମ୍ଭୀର ବିଷୟ, ଏବିଷୟରେ ବୁଝାଇବା ପାଇଁ ଯୀଶୁ ଖ୍ରୀଷ୍ଟ କିଛି ଦୃଷ୍ଟାନ୍ତ ଦେଲେ।

୧୮:୬, ୭

  • “ବିଘ୍ନ” ଶବ୍ଦର ଅର୍ଥ ଏପରି କାମ ବା ପରିସ୍ଥିତି, ଯେଉଁ କାରଣରୁ ଜଣେ ବ୍ୟକ୍ତି ଭୁଲ୍‌ ବାଟ ଆପଣାଇ ନିଏ, କିମ୍ବା କୌଣସି ନୈତିକ ନିୟମ ଭାଙ୍ଗି ଦିଏ, କିମ୍ବା କୌଣସି ପାପ କରି ବସେ

  • ଯେଉଁ ବ୍ୟକ୍ତି ଅନ୍ୟର ବିଘ୍ନର କାରଣ ହୁଏ, ଯଦି ତାʼ ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାକୁ ମହାସାଗରର ଅଗାଧ ଜଳରେ ବୁଡ଼ାଇ ଦିଆଯାଏ, ତେବେ ଏହା ତାʼ ପକ୍ଷରେ ହିତକର ହେବ

[ଷ୍ଠାରେ କ୍ୟାପସନ୍‌ ୮]

ଚକିପଥର

୧୮:୮, ୯

  • ଯୀଶୁ ଆମକୁ ପରାମର୍ଶ ଦେଲେ ଯେ ଯଦି ଆମ ଆଖି କିମ୍ବା ହାତ ଭଳି କୌଣସି ବହୁମୂଲ୍ୟ ଅଙ୍ଗ ଆମର ବିଘ୍ନର କାରଣ ହେଉଛି, ତେବେ ତାକୁ ମଧ୍ୟ ଆମେ କାଟି ଫିଙ୍ଗି ଦେବା ଉଚିତ୍‌

  • ଏହି ଅଙ୍ଗଗୁଡ଼ିକ ସହିତ ଅଗ୍ନିମୟ ନରକରେ [“ଜେହିନ୍ନା,” NW] ନିକ୍ଷିପ୍ତ କରାଯିବା ଅର୍ଥାତ୍‌ ଚିରକାଳ ପାଇଁ ବିନାଶ କରାଯିବା ପରିବର୍ତ୍ତେ ଏହି ଅଙ୍ଗଗୁଡ଼ିକ ବିନା ଆମ ପାଇଁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ଅଧିକ ଭଲ ହେବ

କʼଣ ମୁଁ ଏପରି କିଛି କରୁଛି, ଯାହା ବିଘ୍ନର କାରଣ ହୋଇପାରେ? ମୁଁ ନିଜର କିମ୍ବା ଅନ୍ୟର ବିଘ୍ନର କାରଣ ନ ହେବା ପାଇଁ କʼଣ କରିପାରିବି?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ