ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ମାର୍ଚ୍ଚ ପୃଷ୍ଠା ୨
  • ୫-୧୧ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୫-୧୧ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ମାର୍ଚ୍ଚ ପୃଷ୍ଠା ୨

୫-୧୧ ମାର୍ଚ୍ଚ

ମାଥିଉ ୨୦-୨୧

  • ଗୀତ ୧୫୩ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ୍‌ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ”: (୧୦ ମି.)

    • ମାଥି ୨୦:୩—ଶାସ୍ତ୍ରୀ ଓ ଫାରୂଶୀମାନେ ଖୁବ୍‌ ଗର୍ବୀ ଥିଲେ। ସେମାନେ “ବଜାରରେ” ଲୋକଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଥିଲେ ଏବଂ ସେମାନଙ୍କଠାରୁ ନମସ୍କାର ପାଇବା ପସନ୍ଦ କରୁଥିଲେ (“ବଜାର,” ଅଧ୍ୟୟନ ବାଇବଲ—ମାଥି ୨୦:୩ ଚିତ୍ର)

    • ମାଥି ୨୦:୨୦, ୨୧—ଦୁଇ ଜଣ ପ୍ରେରିତ ଏପରି ପଦବୀ ପାଇବା ପାଇଁ ଅନୁରୋଧ କଲେ, ଯେଉଁଥିରେ ସେମାନଙ୍କୁ ସମ୍ମାନ ଓ ଅଧିକାର ମିଳିଥାʼନ୍ତା (“ଜେବଦୀଙ୍କ ପୁତ୍ରମାନଙ୍କ ମାତା,” “ଜଣେ ଆପଣଙ୍କ ଦକ୍ଷିଣ ପାଶ୍ୱରେ ଓ ଅନ୍ୟ ଜଣେ ବାମ ପାଶ୍ୱରେ,” ଅଧ୍ୟୟନ ବାଇବଲ—ମାଥି ୨୦:୨୦, ୨୧ ଅଧ୍ୟୟନ ତଥ୍ୟ)

    • ମାଥି ୨୦:୨୫-୨୮—ଯୀଶୁ ବୁଝାଇଲେ ଯେ ତାହାଙ୍କ ଶିଷ୍ୟମାନେ ନମ୍ର ସେବକ ହେବା ଉଚିତ୍‌ (“ସେବକ,” ଅଧ୍ୟୟନ ବାଇବଲ—ମାଥି ୨୦:୨୬, ୨୮ ଅଧ୍ୟୟନ ତଥ୍ୟ)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ମାଥି ୨୧:୯—ଲୋକସମୂହ ଉଚ୍ଚ ସ୍ୱରରେ କହିଲେ: “ହୋଶାନ୍ନା ଦାଉଦ-ସନ୍ତାନ!” ସେମାନଙ୍କ ଏପରି କହିବାର ଅର୍ଥ କʼଣ ଥିଲା? (“ହୋଶାନ୍ନା,” “ଦାଉଦ-ସନ୍ତାନ,” ଅଧ୍ୟୟନ ବାଇବଲ—ମାଥି ୨୧:୯ ଅଧ୍ୟୟନ ତଥ୍ୟ)

    • ମାଥି ୨୧:୧୮, ୧୯—ଯୀଶୁ ଏକ ଡିମିରି ଗଛକୁ ଶୁଖିଯିବା ପାଇଁ କାହିଁକି କହିଲେ? [ଯୀଶୁ ହିଁ ପଥ (ଇଂରାଜୀ) ୨୪୪ ¶୪-୬]

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ମାଥି ୨୦:୧-୧୯

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।

  • ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ।

  • ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍‌) ଈଶ୍ୱରଙ୍କ ପ୍ରେମ (ହିନ୍ଦୀ) ପୃଷ୍ଠା ୪୨ ¶୩-୪

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୩୧

  • ମଣ୍ଡଳୀର ଆବଶ୍ୟକତା: (୫ ମି.)

  • ସଂଗଠନକୁ ମିଳିଥିବା ସଫଳତା: (୧୦ ମି.) ମାର୍ଚ୍ଚ ମାସ ପାଇଁ ଭିଡିଓ, ସଂଗଠନକୁ ମିଳିଥିବା ସଫଳତା (ହିନ୍ଦୀ) ଦେଖାନ୍ତୁ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୩ ¶୪-୭

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୪୮ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ