ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ମାର୍ଚ୍ଚ ପୃଷ୍ଠା ୪
  • ୧୯-୨୫ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୯-୨୫ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ମାର୍ଚ୍ଚ ପୃଷ୍ଠା ୪

୧୯-୨୫ ମାର୍ଚ୍ଚ

ମାଥିଉ ୨୪

  • ଗୀତ ୪୩ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଆଜିର ଏହି ଶେଷକାଳରେ ଜାଗି ରହନ୍ତୁ”: (୧୦ ମି.)

    • ମାଥି ୨୪:୧୨—ଅଧର୍ମ ବୃଦ୍ଧି ପାଇବା ଯୋଗୁଁ ଲୋକଙ୍କର ପ୍ରେମ ଥଣ୍ଡା ହୋଇଯିବ (ଇନସାଇଟ୍‌-୨ ୨୭୯ ¶୬)

    • ମାଥି ୨୪:୩୯—କିଛି ଲୋକ ନିଜ ସାଂସାରିକ ଜୀବନରେ ଏତେ ବ୍ୟସ୍ତ ହୋଇଯିବେ ଯେ ସେମାନେ ଜରୁରୀ ବିଷୟଗୁଡ଼ିକୁ ଆଦୌ ଧ୍ୟାନ ଦେବେ ନାହିଁ (ପ୍ର୯୯-ହି ୧୧/୧୫ ୧୯ ¶୫)

    • ମାଥି ୨୪:୪୪—ଯେଉଁ ସମୟରେ ଲୋକେ ଆଶା କରୁ ନ ଥିବେ, ସେମୟରେ ପ୍ରଭୁ ଆସିବେ [ଯୀଶୁ ହିଁ ପଥ (ଇଂରାଜୀ) ୨୫୯ ¶୫]

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ମାଥି ୨୪:୮—ଯୀଶୁଙ୍କ ଏପରି କହିବାର ଅର୍ଥ କʼଣ ଥିଲା? (“ପ୍ରସବବେଦନା,” ଅଧ୍ୟୟନ ବାଇବଲ—ମାଥି ୨୪:୮ ଅଧ୍ୟୟନ ତଥ୍ୟ)

    • ମାଥି ୨୪:୨୦—ଯୀଶୁ ଏପରି କାହିଁକି କହିଲେ? (“ଶୀତକାଳରେ,” “ବିଶ୍ରାମବାରରେ,” ଅଧ୍ୟୟନ ବାଇବଲ—ମାଥି ୨୪:୨୦ ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ମାଥି ୨୪:୧-୨୨

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ଆପଣଙ୍କ ଅଞ୍ଚଳରେ ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ।

  • ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ଆପଣ ଗତ ସାକ୍ଷାତରେ ଯାହାଙ୍କ ସହିତ କଥା ହୋଇଥିଲେ ସେ ଘରେ ନାହାନ୍ତି, କିନ୍ତୁ ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଆପଣ ଭେଟନ୍ତି।

  • ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୪୨

  • “ଯୁଗାନ୍ତ ପାଖେଇ ଆସିଛି”: (୧୫ ମି.) ଆଲୋଚନା। ଭିଡିଓ (ହିନ୍ଦୀ) ଦେଖାନ୍ତୁ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୪ ¶୩-୭

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୩୦ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ