ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ସେପ୍ଟେମ୍ବର ପୃଷ୍ଠା ୨
  • ୩-୯ ସେପ୍ଟେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୩-୯ ସେପ୍ଟେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ସେପ୍ଟେମ୍ବର ପୃଷ୍ଠା ୨

୩-୯ ସେପ୍ଟେମ୍ବର

ଯୋହନ ୧-୨

  • ଗୀତ ୫ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯୀଶୁ ନିଜ ପ୍ରଥମ ଆଶ୍ଚର୍ଯ୍ୟକର୍ମ କଲେ”: (୧୦ ମି.)

    • [ଯୋହନ ବହିର ପରିଚୟ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ।]

    • ଯୋହ ୨:୧-୩—ଗୋଟିଏ ବିବାହ ଭୋଜିରେ ଏକ ଲଜ୍ଜାଜନକ ପରିସ୍ଥିତି ଦେଖାଦେଇଥିଲା (ପ୍ର୧୫-ହି ୬/୧୫ ୪ ¶୩)

    • ଯୋହ ୨:୪-୧୧—ଯୀଶୁଙ୍କର ଆଶ୍ଚର୍ଯ୍ୟକର୍ମ ଦେଖି ତାହାଙ୍କ ଶିଷ୍ୟମାନଙ୍କର ବିଶ୍ୱାସ ମଜବୁତ୍‌ ହେଲା [ଯୀଶୁ ହିଁ ପଥ (ଇଂରାଜୀ) ୪୧ ¶୬]

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଯୋହ ୧:୧—କେଉଁ କାରଣଗୁଡ଼ିକରୁ ଆମେ କହିପାରିବା ଯେ ଯୋହନ ଯେତେବେଳେ “ବାକ୍ୟ” କହିଲେ, ତାହା ସର୍ବଶକ୍ତିମାନ ଈଶ୍ୱରଙ୍କ ସହିତ ସମାନ ନ ଥିଲା? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଯୋହ ୧:୨୯—ବାଯ୍ତିଜକ ଯୋହନ ଯୀଶୁଙ୍କୁ “ଈଶ୍ୱରଙ୍କ ମେଷଶାବକ” ବୋଲି କାହିଁକି କହିଲେ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଯୋହ ୧:୧-୧୮

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।

  • ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ ।

  • ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍‌) ଆମକୁ ଶିଖାଏ ୫୦, ସତ୍ୟ-୨

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୨୩

  • ମଣ୍ଡଳୀର ଆବଶ୍ୟକତା: (୮ ମି.)

  • ସଂଗଠନକୁ ମିଳିଥିବା ସଫଳତା: (୭ ମି.) ସେପ୍ଟେମ୍ବର ମାସର ସଂଗଠନକୁ ମିଳିଥିବା ସଫଳତା (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୨

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୧୯ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ