ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ନଭେମ୍ବର ପୃଷ୍ଠା ୨
  • ୫-୧୧ ନଭେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୫-୧୧ ନଭେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ନଭେମ୍ବର ପୃଷ୍ଠା ୨

୫-୧୧ ନଭେମ୍ବର

ଯୋହନ ୨୦-୨୧

  • ଗୀତ ୪୨ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ତୁମ୍ଭେ କଅଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ?”: (୧୦ ମି.)

    • ଯୋହ ୨୧:୧-୩—ଯୀଶୁଙ୍କ ମୃତ୍ୟୁ ପରେ ପିତର ଓ ଅନ୍ୟ ଶିଷ୍ୟମାନେ ମାଛଧରା କାମରେ ଲାଗିଗଲେ

    • ଯୋହ ୨୧:୪-୧୪—ଯୀଶୁ ଜୀବିତ ହେବା ପରେ ପିତର ଓ ଅନ୍ୟ ଶିଷ୍ୟମାନଙ୍କୁ ଦେଖାଦେଲେ

    • ଯୋହ ୨୧:୧୫-୧୯—ଯୀଶୁ ପିତରଙ୍କୁ ଏହା ହୃଦୟଙ୍ଗମ କରାଇଲେ ଯେ କେଉଁ କାମକୁ ସେ ଜୀବନରେ ପ୍ରଥମ ସ୍ଥାନ ଦେବା ଉଚିତ୍‌ (ଅଧ୍ୟୟନ ବାଇବଲ—ଯୋହ ୨୧:୧୫, ୧୭ ଅଧ୍ୟୟନ ତଥ୍ୟ)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଯୋହ ୨୦:୧୭—ଯୀଶୁ ମଗ୍ଦଲୀନୀ ମରୀୟମଙ୍କୁ ଯାହା କହିଲେ, ତାʼର ଅର୍ଥ କʼଣ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଯୋହ ୨୦:୨୮—ଥୋମା ଯୀଶୁଙ୍କୁ “ମୋହର ପ୍ରଭୁ, ମୋହର ଈଶ୍ୱର” ବୋଲି କାହିଁକି କହିଲେ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଯୋହ ୨୦:୧-୧୮

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।

  • ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ ।

  • ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍‌) ଆମକୁ ଶିଖାଏ ୭୯-୮୦ ¶୨୧-୨୨ ବିଦ୍ୟାର୍ଥୀଙ୍କୁ ସଭାକୁ ନିମନ୍ତ୍ରଣ କରନ୍ତୁ ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୦

  • ମଣ୍ଡଳୀର ଆବଶ୍ୟକତା: (୧୫ ମି.)

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୧୧

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୨୮ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ