ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଜାନୁୟାରୀ ପୃଷ୍ଠା ୫
  • କ୍ୟୁବେକ୍‌ରେ ପ୍ରଚାର କାମକୁ କିପରି ମିଳିଲା ଆଇନଗତ ମାନ୍ୟତା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କ୍ୟୁବେକ୍‌ରେ ପ୍ରଚାର କାମକୁ କିପରି ମିଳିଲା ଆଇନଗତ ମାନ୍ୟତା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଜାନୁୟାରୀ ପୃଷ୍ଠା ୫

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

କ୍ୟୁବେକ୍‌ରେ ପ୍ରଚାର କାମକୁ କିପରି ମିଳିଲା ଆଇନଗତ ମାନ୍ୟତା

କାଇସର, ଜଣେ ରୋମୀୟ ସୈନିକ ଓ ପାଉଲ

ଯେତେବେଳେ ପାଉଲଙ୍କ ବିରୁଦ୍ଧରେ ମକଦ୍ଦମା ଚାଲିଲା, ସେ ରୋମୀୟ ନାଗରିକ ହେବାର ଅଧିକାରକୁ ବ୍ୟବହାର କରି କାଇସରଙ୍କୁ ଅପିଲ କଲେ । ଏହିପରି ଭାବେ ସେ ଆମ ପାଇଁ ଏକ ଉଦାହରଣ ରଖିଲେ । କ୍ୟୁବେକ୍‌ରେ ପ୍ରଚାର କାମକୁ କିପରି ମିଳିଲା ଆଇନଗତ ମାନ୍ୟତା (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ଜାଣନ୍ତୁ ଯେ କ୍ୟୁବେକ୍‌ରେ ଆମ ଭାଇମାନେ ସୁସମାଚାରର ପକ୍ଷ ସମର୍ଥନ କରିବା ପାଇଁ ନିଜ ଅଧିକାରକୁ କିପରି ବ୍ୟବହାର କଲେ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

୧୯୪୦ର ଦଶକରେ କ୍ୟୁବେକ୍‌ରେ ଯିହୋବାଙ୍କ ସାକ୍ଷୀମାନେ; ବିଶେଷ ଟାକ୍‌ଟ, କଟକଣା ସମୟରେ ଜଣେ ଭାଇ ପଆରେ ଭାଷଣ ଦେଉଛନ୍ତି; ଭାଇ ଏମେ ବୂଶେ
  • କ୍ୟୁବେକ୍‌ର ଭାଇମାନେ କେଉଁସବୁ ସମସ୍ୟାର ସାମନା କଲେ?

  • ସେମାନେ କେଉଁ ବିଶେଷ ଟ୍ରାକ୍ଟ ବାଣ୍ଟିଲେ ଏବଂ ଫଳାଫଳ କʼଣ ହେଲା?

  • ଭାଇ ଏମେ ବୂଶେଙ୍କ ସହ କʼଣ ହେଲା?

  • କାନାଡ଼ାର ସର୍ବୋଚ୍ଚ ନ୍ୟାୟାଳୟରେ ଭାଇ ବୂଶେଙ୍କ ମକଦ୍ଦମାର କʼଣ ଶୁଣାଣି ହେଲା?

  • ଭାଇମାନେ ଆଇନରେ ଥିବା କେଉଁ ବ୍ୟବସ୍ଥାକୁ ଆପଣାଇଲେ, ଯାହା ବହୁତ କମ୍‌ ଲାଗୁ ହେଉଥିଲା? ଏହାର ପରିଣାମ କʼଣ ହେଲା?

  • ପାଦ୍ରିମାନଙ୍କ ପ୍ରବର୍ତ୍ତାଇବା ଯୋଗୁଁ ଯେତେବେଳେ ପୋଲିସ ଏକ ଖ୍ରୀଷ୍ଟିୟାନ ସଭାରେ ବାଧା ସୃଷ୍ଟି କଲା, ସେତେବେଳେ କʼଣ ହେଲା?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ