ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ମାର୍ଚ୍ଚ ପୃଷ୍ଠା ୩
  • ୧୧-୧୭ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୧-୧୭ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ମାର୍ଚ୍ଚ ପୃଷ୍ଠା ୩

୧୧-୧୭ ମାର୍ଚ୍ଚ

ରୋମୀୟ ୧୫-୧୬

  • ଗୀତ ୩୩ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଧୈର୍ଯ୍ୟ ଧରିବା ଓ ସାନ୍ତ୍ୱନା ପାଇବା ପାଇଁ ଯିହୋବାଙ୍କ ଉପରେ ନିର୍ଭର ରହନ୍ତୁ”: (୧୦ ମି.)

    • ରୋମୀ ୧୫:୪—ସାନ୍ତ୍ୱନା ପାଇବା ପାଇଁ ଈଶ୍ୱରଙ୍କ ବାକ୍ୟ ପଢ଼ନ୍ତୁ (ପ୍ର୧୭.୦୭-ହି ୧୪ ¶୧୧)

    • ରୋମୀ ୧୫:୫—“ଧୈର୍ଯ୍ୟ” ଧରିବା ଏବଂ “ସାନ୍ତ୍ୱନା” ପାଇବା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ (ପ୍ର୧୬.୦୪-ହି ୧୪ ¶୫)

    • ରୋମୀ ୧୫:୧୩—ଯିହୋବା ଆମକୁ ଆଶା ଦିଅନ୍ତି (ପ୍ର୧୪-ହି ୬/୧୫ ୧୪ ¶୧୧)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ରୋମୀ ୧୫:୨୭—ଅଣଯିହୁଦୀ ଖ୍ରୀଷ୍ଟିୟାନମାନେ ଯିରୂଶାଲମର ଖ୍ରୀଷ୍ଟିୟାନମାନଙ୍କର “ଋଣୀ” କାହିଁକି ଥିଲେ? (ପ୍ର୮୯-ଇଂ ୧୨/୧ ୨୪ ¶୩)

    • ରୋମୀ ୧୬:୨୫—“ଯେଉଁ ନିଗୂଢ଼ତତ୍ତ୍ୱ ଅନାଦି କାଳରୁ ଅବ୍ୟକ୍ତ ଥିଲା,” ତାହା କʼଣ? (ଇନସାଇଟ୍‌-୧ ୮୫୮ ¶୫)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ରୋମୀ ୧୫:୧-୧୬ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୩)

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧୦)

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧୧)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୨୯

  • ଯିହୋବା “ଧୈର୍ଯ୍ୟ ଓ ସାନ୍ତ୍ୱନା” କିପରି ଦିଅନ୍ତି: (୧୫ ମି.) ଭିଡିଓ ଦେଖାନ୍ତୁ । ତାʼପରେ ତଳେ ଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

    • ଯିହୋବା ଆମକୁ କିପରି ସାନ୍ତ୍ୱନା ଦିଅନ୍ତି?

    • ଆପଣ ଅନ୍ୟମାନଙ୍କୁ କିପରି ସାନ୍ତ୍ୱନା ଦେଇପାରିବେ?

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧ ¶୧୮-୨୪, ପୃ ୧୭-୧୮

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୨୮ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ