୨୨-୨୮ ଜୁଲାଇ
୧ ତୀମଥି ୧-୩
ଗୀତ ୧୦୩ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଉତ୍ତମ କାର୍ଯ୍ୟ କରିବା ପାଇଁ ଆଗକୁ ବଢ଼ନ୍ତୁ”: (୧୦ ମି.)
[୧ ତୀମଥି ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ।]
୧ତୀମ ୩:୧—ଭାଇମାନଙ୍କୁ ପ୍ରୋତ୍ସାହନ ଦିଆଯାଇଛି ଯେ ସେମାନେ ଅଧ୍ୟକ୍ଷ ପଦ ପାଇବା ପାଇଁ ଆଗକୁ ବଢ଼ନ୍ତୁ (ପ୍ର୧୬.୦୮-ହି ୨୧ ¶୩)
୧ତୀମ ୩:୧୩—ଯେଉଁ ଭାଇମାନେ ଉତ୍ତମ ରୂପେ ସେବା କରନ୍ତି, ସେମାନଙ୍କୁ ଆଶିଷ ମିଳେ [ରାଜ୍ୟ ସେବା (ଇଂରାଜୀ) ୯/୭୮ ୪ ¶୭]
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
୧ତୀମ ୧:୪—ପାଉଲ ତୀମଥିଙ୍କୁ କାହିଁକି କହିଲେ ଯେ ସେ ବଂଶାବଳୀରେ ମନଯୋଗ ନ କରନ୍ତୁ ? (ଇନସାଇଟ୍-୧ ୯୧୪-୯୧୫)
୧ତୀମ ୧:୧୭—କେବଳ ଯିହୋବାଙ୍କୁ ହିଁ “ଅନନ୍ତକାଳୀନ ରାଜା” ବୋଲି କାହିଁକି କୁହାଯାଇପାରେ ? (ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୧୨ ¶୧୫)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ୧ତୀମ ୨:୧-୧୫ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।
ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ। (ଶିଖାଇବା ଅଧ୍ୟୟନ ୨)
ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍) ପ୍ରେମରେ ସ୍ଥିର (ହିନ୍ଦୀ) ୪୭-୪୮ ¶୬-୭ (ଶିଖାଇବା ଅଧ୍ୟୟନ ୬)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ୱାରୱିକ୍ରେ ଯୁବକଯୁବତୀମାନଙ୍କ ଉତ୍ସାହରୁ ଯିହୋବାଙ୍କର ମହିମା ହେଲା: (୬ ମି.) ଆଲୋଚନା। ଭିଡିଓ (ହିନ୍ଦୀ) ଦେଖାନ୍ତୁ । ତାʼପରେ ଏହି ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
ଯୁବକଯୁବତୀମାନେ ୱାରୱିକ୍ ବୈଥେଲର ନିର୍ମାଣ କାମରେ କିପରି ସହଯୋଗ କଲେ ଏବଂ ଏଥିରୁ ସେମାନଙ୍କର କʼଣ ଲାଭ ହେଲା ?
ମଣ୍ଡଳୀରେ ଯୁବକଯୁବତୀମାନେ କିପରି ଯିହୋବାଙ୍କ ମହିମା କରିପାରିବେ ?
“ଆପଣ ସେମାନଙ୍କଠାରୁ କʼଣ ଶିଖିପାରିବେ ?”: (୯ ମି.) ଅଲୋଚନା। ଅନୁଭବୀ ଭାଇମାନଙ୍କର ଆଦର କରନ୍ତୁ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୭ ¶୨୧-୨୫, ପୃ ୮୧-୮୨
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)
ଗୀତ ୨୫ ଏବଂ ପ୍ରାର୍ଥନା