୬-୧୨ ଜାନୁୟାରୀ
ଆଦି ପୁସ୍ତକ ୧-୨
ଗୀତ ୧୧ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବା ପୃଥିବୀରେ ଜୀବନର ଆରମ୍ଭ କରନ୍ତି”: (୧୦ ମି.)
[ଆଦି ପୁସ୍ତକ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]
ଆଦି ୧:୩, ୪, ୬, ୯, ୧୧—ସୃଷ୍ଟିର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଦିନ (ଇନସାଇଟ୍-୧ ୫୨୭-୫୨୮)
ଆଦି ୧:୧୪, ୨୦, ୨୪, ୨୭—ସୃଷ୍ଟିର ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଦିନ (ଇନସାଇଟ୍-୧ ୫୨୮ ¶୫-୮)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଆଦି ୧:୧—ପୃଥିବୀର ସୃଷ୍ଟି କେବେ ହେଲା, ସେବିଷୟରେ ବାଇବଲ କʼଣ କହେ ? (ପ୍ର୧୫-ଇଂ ୬/୧ ୫)
ଆଦି ୧:୨୬—କʼଣ ଯୀଶୁ ଜଣେ ସହାୟକ ସୃଷ୍ଟିକର୍ତ୍ତା ଥିଲେ ? (ଇନସାଇଟ୍-୨ ୫୨)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଆଦି ୧:୧-୧୯ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ: (୧୦ ମି.) ଆଲୋଚନା । ତଥ୍ୟକୁ ଲାଗୁ କରିବାର ଲାଭ ସ୍ପଷ୍ଟ ଭାବେ କହିବା ଭିଡିଓ ଦେଖାନ୍ତୁ । ତାʼପରେ ଶିଖାଇବା ପୁସ୍ତିକାର ଅଧ୍ୟୟନ ୧୩ ଉପରେ ଆଲୋଚନା କରନ୍ତୁ ।
ଭାଷଣ: (୫ ମି. କିମ୍ବା ତାʼଠାରୁ କମ୍) ପ୍ର୮-ହି ୨/୧ ୫—ବିଷୟବସ୍ତୁ: ଆମକୁ ସୃଷ୍ଟି କରାଯାଇଛି ବୋଲି ଜାଣି ଆମକୁ ମନର ଶାନ୍ତି ମିଳେ । (ଶିଖାଇବା ଅଧ୍ୟୟନ ୧୧)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“କʼଣ ଆପଣ ନିଜ ବିଶ୍ୱାସ ବିଷୟରେ କହିପାରିବେ ?”: (୧୫ ମି.) ଆଲୋଚନା । ଜଣେ ହାଡ଼ ବିଶେଷଜ୍ଞ ନିଜ ବିଶ୍ୱାସ ବିଷୟରେ କହନ୍ତି ଏବଂ ଜଣେ ଜୀବ ବିଜ୍ଞାନୀ ନିଜ ବିଶ୍ୱାସ ବିଷୟରେ କହନ୍ତି ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧୬ ¶୧-୭ ଅଧିକ ବିବରଣୀ—୨୬, ୩୧
ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ଗୀତ ୫୨ ଏବଂ ପ୍ରାର୍ଥନା