ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ମାର୍ଚ୍ଚ ପୃଷ୍ଠା ୬
  • ୩୦ ମାର୍ଚ୍ଚ–୫ ଏପ୍ରିଲ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୩୦ ମାର୍ଚ୍ଚ–୫ ଏପ୍ରିଲ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ମାର୍ଚ୍ଚ ପୃଷ୍ଠା ୬

୩୦ ମାର୍ଚ୍ଚ–୫ ଏପ୍ରିଲ୍‌

ଆଦି ପୁସ୍ତକ ୨୯-୩୦

  • ଗୀତ ୯୩ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯାକୁବ ବିବାହ କଲେ”: (୧୦ ମି.)

    • ଆଦି ୨୯:୧୮-୨୦—ଯାକୁବ ରାହେଲଙ୍କୁ ବିବାହ କରିବା ପାଇଁ ଲାବନଙ୍କଠାରେ ସାତ ବର୍ଷ କାମ କରିବାକୁ ପ୍ରସ୍ତୁତ ହୋଇଗଲେ (ପ୍ର୦୩-ହି ୧୦/୧୫ ୨୯ ¶୬)

    • ଆଦି ୨୯:୨୧-୨୬—ଲାବନ ଯାକୁବଙ୍କୁ ବିଶ୍ୱାସଘାତ କରି ଲେୟା ସହିତ ତାଙ୍କ ବିବାହ କରିଦେଲା (ପ୍ର୦୭-ଇଂ ୧୦/୧ ୮-୯; ଇନସାଇଟ୍‌-୨ ୩୪୧ ¶୩)

    • ଆଦି ୨୯:୨୭, ୨୮—କଠିନ ପରିସ୍ଥିତିରେ ମଧ୍ୟ ଯାକୁବ ନିରାଶ ହେଲେ ନାହିଁ, ତାଙ୍କ ଦ୍ୱାରା ଯାହା ସମ୍ଭବ ସେ କଲେ

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଆଦି ୩୦:୩—ରାହେଲ କାହିଁକି ବିଲ୍‌ହା ଓ ଯାକୁବଙ୍କ ସନ୍ତାନମାନଙ୍କୁ ନିଜର ମନେ କଲେ ? (ଇନସାଇଟ୍‌-୧ ୫୦)

    • ଆଦି ୩୦:୧୪, ୧୫—ରାହେଲ କିଛି ଦୂଦାଫଳ ବଦଳରେ ନିଜ ପତିଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାର ସୁଯୋଗକୁ କାହିଁକି ହାତଛଡ଼ା କଲେ ? (ପ୍ର୦୪-ହି ୧/୧୫ ୨୮ ¶୬)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଆଦି ୩୦:୧-୨୧ (ଶିଖାଇବା  ଅଧ୍ୟୟନ ୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପଢ଼ିବାରେ ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ: (୧୦ ମି.) ଆଲୋଚନା । ଉତ୍ସାହ ବଢ଼ାଇବା ଓ ସକାରାତ୍ମକ ଦୃଷ୍ଟିକୋଣ ରଖିବା ଭିଡିଓ ଦେଖାନ୍ତୁ । ତାʼପରେ ଶିଖାଇବା ପୁସ୍ତିକାର ଅଧ୍ୟୟନ ୧୬ ଉପରେ ଆଲୋଚନା କରନ୍ତୁ।

  • ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍‌) ଆମକୁ ଶିଖାଏ  ୫୯ ¶୨୧-୨୨ (ଶିଖାଇବା  ଅଧ୍ୟୟନ ୧୮)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୫୭

  • “ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ନେତ୍ରହୀନ ଲୋକଙ୍କୁ ସାକ୍ଷ୍ୟ ଦେବାରେ”: (୧୦ ମି.) ସେବା ଅଧ୍ୟକ୍ଷଙ୍କ ଦ୍ୱାରା ଆଲୋଚନା । ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ଆମେ ନେତ୍ରହୀନ ଲୋକଙ୍କୁ ସାହାଯ୍ୟ କରିବା କାହିଁକି ଜରୁରୀ ? ଆମେ ନେତ୍ରହୀନ ଲୋକଙ୍କୁ କେଉଁଠି ଖୋଜିପାରିବା ? ଆମେ ସେମାନଙ୍କ ସହ କଥାବାର୍ତ୍ତା କିପରି ଆରମ୍ଭ କରିପାରିବା ? ନେତ୍ରହୀନ ଲୋକଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇବା ପାଇଁ କେଉଁ କେଉଁ ପ୍ରକାଶନ ଅଛି ?

  • ସଂଗଠନକୁ ମିଳିଥିବା ସଫଳତା: (୫ ମି.) ମାର୍ଚ୍ଚ ମାସର ସଂଗଠନକୁ ମିଳିଥିବା ସଫଳତା  ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର, ପରିଚୟ, ଅଧ୍ୟା ୧ ¶୧-୬, ଅଧିକ ବିବରଣୀ—୧

  • ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

  • ଗୀତ ୧୦୫ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ