୧୦-୧୬ ମେ
ଗଣନା ପୁସ୍ତକ ୩୦-୩୧
ଗୀତ ୫୧ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଆପଣଙ୍କ ମାନତ ପୂରଣ କରନ୍ତୁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଗଣ ୩୦:୧୦-୧୨—ଆମେ କାହିଁକି କହିପାରିବା ଯେ ହାନ୍ନା ଶାମୁୟେଲଙ୍କୁ ଯିହୋବାଙ୍କ ସେବା ପାଇଁ ଦେବାକୁ ଯେଉଁ ପ୍ରତିଜ୍ଞା କରିଥିଲେ, ସେଥିରେ ଇଲ୍କାନା ସହମତ ଥିଲେ ? (୧ଶାମୁ ୧:୧୧; ଇନସାଇଟ୍-୨ ପୃ ୨୮ ¶୧)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଗଣ ୩୦:୧-୧୬ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା; ପୁନଃସାକ୍ଷାତ: ଈଶ୍ୱରଙ୍କ ଉଦ୍ଦେଶ୍ୟ—ଯିଶାଇୟ ୫୫:୧୧ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।
ପୁନଃସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୬)
ପୁନଃସାକ୍ଷାତ: (୫ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଅଧ୍ୟୟନ ପାଇଁ ବ୍ୟବହୃତ ହେଉଥିବା କୌଣସି ଏକ ପ୍ରକାଶନ ଦିଅନ୍ତୁ ଏବଂ ବାଇବଲ ଅଧ୍ୟୟନ ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୧୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଧୈର୍ଯ୍ୟ ଧରିବା ବିଷୟରେ ସୃଷ୍ଟିରୁ ଶିଖନ୍ତୁ: (୧୫ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ଭିଡିଓରେ ଦେଖାଯାଇଥିବା ପ୍ରତ୍ୟେକ ଗଛ ଓ ପଶୁପକ୍ଷୀଙ୍କ ବିଷୟରେ ପ୍ରଶ୍ନ ପଚାରନ୍ତୁ: ସୃଷ୍ଟିରୁ ଧୈର୍ଯ୍ୟ ଧରିବା ବିଷୟରେ ଆମେ କʼଣ ଶିଖୁ ? ଆମେ କିପରି ନିଜ ଜୀବନରେ ଏହିପରି ଧୈର୍ଯ୍ୟ ଧରିପାରିବା ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ସୁଖୀ ପରିବାର ଭାଗ ୭
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୩୪ ଏବଂ ପ୍ରାର୍ଥନା