ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମାର୍ଚ୍ଚ ପୃଷ୍ଠା ୧୨
  • ଯିହୋବାଙ୍କ ସମୟର ଅପେକ୍ଷା କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ସମୟର ଅପେକ୍ଷା କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ସଫଳତା ମିଳିବା ସତ୍ତ୍ୱେ ନମ୍ର ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଦାଉଦଙ୍କ ଯୁଦ୍ଧ ରଣନୀତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ସାହସ ଓ ବୁଦ୍ଧିର ଏକ କାହାଣୀ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ନିଜ ଈଶ୍ୱର ଯିହୋବାଙ୍କଠାରୁ ସାହସ ପାଆନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମାର୍ଚ୍ଚ ପୃଷ୍ଠା ୧୨
ଦାଉଦ ଓ ତା’ର ଜଣେ ଲୋକ ସେହି ଗୁମ୍ଫାରେ ଅଛନ୍ତି ଯେଉଁଠାରୁ ରାଜା ଶାଉଲ ବାହାରକୁ ଯାଉଛନ୍ତି । ସେହି ଲୋକର ହାତରେ ଖଣ୍ଡା ଅଛି ଏବଂ ଦାଉଦ ତାକୁ ଶାଉଲର ହତ୍ୟା କରିବାରୁ ରୋକୁଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବାଙ୍କ ସମୟର ଅପେକ୍ଷା କରନ୍ତୁ

ଯଦି ଦାଉଦ ଚାହିଁଥିଲେ ନିଜ ସମସ୍ୟାଗୁଡ଼ିକୁ ଶେଷ କରିପାରିଥାʼନ୍ତେ (୧ଶାମୁ ୨୪:୩-୫)

ଦାଉଦ ପରିସ୍ଥିତିକୁ ଯିହୋବାଙ୍କ ଦୃଷ୍ଟିରେ ଦେଖିଲେ ଏବଂ ନିଜକୁ କାବୁ କରିପାରିଲେ (୧ଶାମୁ ୨୪:୬, ୭)

ଦାଉଦଙ୍କୁ ଭରସା ଥିଲା ଯେ ଯିହୋବା ସବୁକିଛି ଠିକ୍‌ କରିଦେବେ (୧ଶାମୁ ୨୪:୧୨, ୧୫; ପ୍ର୦୪-ହି ୪/୧ ପୃ ୧୬ ¶୮)

ଦାଉଦଙ୍କ ଭଳି ଆମେ ଧୈର୍ଯ୍ୟ ଧରିବା ଉଚିତ୍‌ ଏବଂ ଯିହୋବାଙ୍କ ସମୟର ଅପେକ୍ଷା କରିବା ଉଚିତ୍‌ । ନିଜ ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ଆମେ ଏପରି କିଛି କରିବା ଉଚିତ୍‌ ନୁହେଁ, ଯାହା ବାଇବଲର ସିଦ୍ଧାନ୍ତଗୁଡ଼ିକ ବିରୁଦ୍ଧରେ ଥାଏ ।—ଯାକୁ ୧:୪; ପ୍ର୦୪-ହି ୬/୧ ପୃ ୨୨-୨୩.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ