ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମାର୍ଚ୍ଚ ପୃଷ୍ଠା ୧୪
  • ୨୫ ଏପ୍ରିଲ୍‌–୧ ମେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୫ ଏପ୍ରିଲ୍‌–୧ ମେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମାର୍ଚ୍ଚ ପୃଷ୍ଠା ୧୪

୨୫ ଏପ୍ରିଲ୍‌–୧ ମେ

୧ ଶାମୁୟେଲ ୨୫-୨୬

  • ଗୀତ ୧୩୦ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “କʼଣ ଆପଣ ବିନା ଭାବିଚିନ୍ତି କାମ କରନ୍ତି ?”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ୧ଶାମୁ ୨୫:୧୮, ୧୯—କʼଣ ଆବିଗେଲ୍‌ ନିଜ ପତିଙ୍କୁ ମୁଖିଆ ଭାବେ ସମ୍ମାନ କରୁ ନ ଥିଲେ ? [ବିଶ୍ୱାସର ଅନୁକାରୀ (ହିନ୍ଦୀ) ପୃ ୭୯ ¶୧୬]

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ୧ଶାମୁ ୨୫:୧-୧୩ (ଶିଖାଇବା ଅଧ୍ୟୟନ ୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • “ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ—ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଯିହୋବାଙ୍କ ସହ ମିତ୍ରତା କରିବା ପାଇଁ ଶିଖାନ୍ତୁ”: (୧୦ ମି.) ଆଲୋଚନା; ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଯିହୋବାଙ୍କ ସହ ମିତ୍ରତା କରିବା ପାଇଁ ଶିଖାନ୍ତୁ ନାମକ ଭିଡିଓ ଦେଖାନ୍ତୁ ।

  • ବାଇବଲ ଅଧ୍ୟୟନ: (୫ ମି.) ଜୀବନ ! ବହି ପାଠ ୦୪ ଏବଂ ପଏଣ୍ଟ ନଂ. ୪ (ଶିଖାଇବା ଅଧ୍ୟୟନ ୯)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୨୬

  • ମଣ୍ଡଳୀର ଆବଶ୍ୟକତା: (୧୫ ମି.)

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ! ବହି ପାଠ ୦୧

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୯୮ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ