ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜୁଲାଇ ପୃଷ୍ଠା ୨
  • ବର୍ସିଲ୍ଲୟଙ୍କ ପରି ହୁଅନ୍ତୁ ନିଜ ମର୍ଯ୍ୟାଦାରେ ରହନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବର୍ସିଲ୍ଲୟଙ୍କ ପରି ହୁଅନ୍ତୁ ନିଜ ମର୍ଯ୍ୟାଦାରେ ରହନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଯିହୋଶୂୟଙ୍କ ଶେଷ ଉପଦେଶ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜୁଲାଇ ପୃଷ୍ଠା ୨
ବର୍ସିଲୟ ରାଜା ଦାଉଦ ଦେଇଥିବା ସୁଯୋଗକୁ ମନା କରୁଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ବର୍ସିଲ୍ଲୟଙ୍କ ପରି ହୁଅନ୍ତୁ ନିଜ ମର୍ଯ୍ୟାଦାରେ ରହନ୍ତୁ

ବର୍ସିଲ୍ଲୟଙ୍କୁ ଦାଉଦଙ୍କ ରାଜ ଦରବାରରେ କାମ କରିବାର ସୁଯୋଗ ମିଳିଥିଲା (୨ଶାମୁ ୧୯:୩୨, ୩୩; ପ୍ର୧୮.୦୯-ହି ପୃ ୯ ¶୭)

ବର୍ସିଲ୍ଲୟ ଜାଣିଥିଲେ ଯେ ସେ ଏହି କାମ କରିପାରିବେ ନାହିଁ, ତେଣୁ ସେ ମନା କରିଦେଲେ (୨ଶାମୁ ୧୯:୩୪, ୩୫; ପ୍ର୧୮.୦୯-ହି ପୃ ୧୦ ¶୧)

ବର୍ସିଲ୍ଲୟଙ୍କ ପରି ମର୍ଯ୍ୟାଦାରେ ରହନ୍ତୁ (ପ୍ର୦୭-ଇଂ ୭/୧୫ ପୃ ୧୫ ¶୧-୨)

ମର୍ଯ୍ୟାଦାରେ ରହୁଥିବା ବ୍ୟକ୍ତି ଜାଣିପାରେ ଯେ ସେ କʼଣ କରିପାରିବ ଏବଂ କʼଣ କରିପାରିବ ନାହିଁ । ଯଦି ଆମେ ନିଜ ମର୍ଯ୍ୟାଦାରେ ରହିବା, ତେବେ ଯିହୋବା ଆମ ଉପରେ ଖୁସି ହେବେ । (ମୀଖା ୬:୮) ମର୍ଯ୍ୟାଦାରେ ରହିଲେ ଆମର କିପରି ଲାଭ ହେବ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ