ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜାନୁୟାରୀ ପୃଷ୍ଠା ୬
  • ମୋ ପ୍ରାର୍ଥନାରୁ ମୋ ବିଷୟରେ କʼଣ ଜଣାପଡ଼େ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମୋ ପ୍ରାର୍ଥନାରୁ ମୋ ବିଷୟରେ କʼଣ ଜଣାପଡ଼େ ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜାନୁୟାରୀ ପୃଷ୍ଠା ୬

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ମୋ ପ୍ରାର୍ଥନାରୁ ମୋ ବିଷୟରେ କʼଣ ଜଣାପଡ଼େ ?

ଯାବେଷ୍‌ଙ୍କୁ ଲୋକମାନେ ବହୁତ ଆଦର ସମ୍ମାନ କରୁଥିଲେ (୧ବଂଶା ୪:୯)

ତାଙ୍କ ପ୍ରାର୍ଥନାରୁ ଜଣାପଡ଼େ ଯେ ସେ ସତ୍ୟ ଉପାସନା ବିଷୟରେ କେତେ ଚିନ୍ତା କରୁଥିଲେ (୧ବଂଶା ୪:୧୦କ; ପ୍ର୧୧-ହି ୪/୧ ପୃ ୨୩ ¶୩-୭)

ଯିହୋବା ଯାବେଷ୍‌ଙ୍କ ପ୍ରାର୍ଥନାର ଉତ୍ତର ଦେଲେ (୧ ବଂଶା ୪:୧୦ଖ)

ଜଣେ ବୃଦ୍ଧା ଭଉଣୀ ହୃଦୟରୁ ଗୁହାରି କରୁଛନ୍ତି । ତାଙ୍କ କୋଳରେ ଗୋଟିଏ ବାଇବଲ ଓ ଜେଲ୍‌ରେ ଥିବା ଭାଇଭଉଣୀମାନଙ୍କ ଫଟୋ ଅଛି ।

ନିଜକୁ ପଚାରନ୍ତୁ: ‘ମୋ ପ୍ରାର୍ଥନାରୁ ମୋ ବିଷୟରେ କʼଣ ଜଣାପଡ଼େ ?’—ମାଥି ୬:୯, ୧୦.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ