୨୨-୨୮ ମେ
୨ ବଂଶାବଳୀ ୨୫-୨୭
ଗୀତ ୮୦ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବା ତୁମ୍ଭକୁ ତହିଁରୁ ଅତି ଅଧିକ ଦେବାକୁ ସମର୍ଥ ଅଟନ୍ତି”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୨ବଂଶା ୨୬:୪, ୫—ଉଷୀୟଙ୍କ ଉଦାହରଣରୁ କିପରି ଜଣାପଡ଼େ ଯେ ଆମେ ଜଣେ ଏପରି ଅନୁଭବୀ ଭାଇ କିମ୍ବା ଭଉଣୀଙ୍କ ସହ ସାଙ୍ଗ ହେବା ଉଚିତ୍, ଯେଉଁମାନଙ୍କଠୁ ଆମେ ଶିଖିପାରିବା ? (ପ୍ର୦୭-ଇଂ ୧୨/୧୫ ପୃ ୧୦ ¶୧-୨)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୨ବଂଶା ୨୫:୧-୧୩ (ଶିଖାଇବା ଅଧ୍ୟୟନ ୧୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ସେହି ବ୍ୟକ୍ତିକୁ କହନ୍ତୁ ଯେ ଆମେ ଲୋକମାନଙ୍କୁ ବାଇବଲରୁ ବି ଶିଖାଉ । ତାʼପରେ ତାଙ୍କୁ ବାଇବଲରୁ ଶିଖନ୍ତୁ ସମ୍ପର୍କ କାର୍ଡ଼ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୨)
ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ସେହି ବ୍ୟକ୍ତି ଜଣକୁ ଆମ ୱେବସାଇଟ୍ ବିଷୟରେ କୁହନ୍ତୁ ଏବଂ jw.org ସମ୍ପର୍କ କାର୍ଡ଼ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧୫)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ବହି ପାଠ ୧୦ ¶୧ ଏବଂ ପଏଣ୍ଟ ନଂ. ୧-୩ (ଶିଖାଇବା ଅଧ୍ୟୟନ ୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଅନନ୍ତ ଜୀବନ ପାଇଁ ତ୍ୟାଗ କରିବାକୁ ପ୍ରସ୍ତୁତ ରହନ୍ତୁ (ମାର୍କ ୧୦:୨୯, ୩୦): (୧୫ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ପ୍ରଶ୍ନ ପଚାରନ୍ତୁ: ମାର୍କ ୧୦:୨୯, ୩୦ ପଦରେ ଯୀଶୁ ଯେଉଁ ପ୍ରତିଜ୍ଞା କଲେ ସେଥିରୁ ଆମକୁ କʼଣ କରିବା ପାଇଁ ପ୍ରୋତ୍ସାହନ ମିଳେ ? ଆରମ୍ଭରେ ଯେବେ ଯୀଶୁଙ୍କ ଭାଇମାନେ ତାଙ୍କ ଉପରେ ବିଶ୍ୱାସ କଲେ ନାହିଁ, ତେବେ ସେ କʼଣ କଲେ ? ଯଦି ଆମ ପରିବାର ଲୋକେ ସାକ୍ଷୀ ନୁହନ୍ତି, ତେବେ ଆମେ ତାଙ୍କ ବିଷୟରେ କେଉଁ କଥା ଧ୍ୟାନରେ ରଖିବା ଉଚିତ୍ ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୪୬
ଶେଷ ଟିପ୍ପଣୀ (୩ ମି.)
ଗୀତ ୫୧ ଏବଂ ପ୍ରାର୍ଥନା