ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜୁଲାଇ ପୃଷ୍ଠା ୨
  • ୩-୯ ଜୁଲାଇ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୩-୯ ଜୁଲାଇ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜୁଲାଇ ପୃଷ୍ଠା ୨

୩-୯ ଜୁଲାଇ

ଏଜ୍ରା ୪-୬

  • ଗୀତ ୧୪୮ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “କାମରେ ଦଖଲ ଦିଅନ୍ତୁ ନାହିଁ”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ଏଜ୍ରା ୬:୧୩—“ନଦୀ ସେପାରିସ୍ଥ,” ବାଇବଲରେ ଲେଖାଥିବା ଏହି କଥାରୁ କʼଣ ପ୍ରମାଣିତ ହୁଏ ? (ପ୍ର୯୩-ଇଂ ୬/୧୫ ପୃ ୩୨ ¶୩-୫)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ଏଜ୍ରା ୪:୮-୨୪ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୫ ମି.) ଆଲୋଚନା । ପ୍ରଥମ ସାକ୍ଷାତ: ଦୁଃଖକଷ୍ଟ—ଯାକୁ ୧:୧୩ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍‌ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।

  • ପ୍ରଥମ ସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?”ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ସେହି ବ୍ୟକ୍ତି ଜଣକୁ ଆମ ୱେବସାଇଟ୍‌ ବିଷୟରେ କହନ୍ତୁ ଏବଂ jw.org ସମ୍ପର୍କ କାର୍ଡ଼ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧)

  • ପ୍ରଥମ ସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?”ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ସେହି ବ୍ୟକ୍ତିକୁ କହନ୍ତୁ ଯେ ଆମେ ଲୋକମାନଙ୍କୁ ବାଇବଲରୁ ବି ଶିଖାଉ । ତାʼପରେ ତାଙ୍କୁ ବାଇବଲରୁ ଶିଖନ୍ତୁ ସମ୍ପର୍କ କାର୍ଡ଼ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୯)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୭

  • “ଖୁସିର ଖବରର ପକ୍ଷ ନେବା ଓ ତାହାକୁ ଆଇନ ମାନ୍ୟତା କରାଇବା”: (୧୫ ମି.) ଆଲୋଚନା ଏବଂ ଭିଡିଓ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୪୯ ପଏଣ୍ଟ ନଂ ୬ ଏବଂ ଆମେ କʼଣ ଶିଖିଲୁ ?, ଆପଣ କʼଣ କହିବେ ? ଏବଂ ଲକ୍ଷ୍ୟ

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୧୩୦ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ