ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜୁଲାଇ ପୃଷ୍ଠା ୧୨
  • ୨୧-୨୭ ଅଗଷ୍ଟ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୧-୨୭ ଅଗଷ୍ଟ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜୁଲାଇ ପୃଷ୍ଠା ୧୨

୨୧-୨୭ ଅଗଷ୍ଟ

ନିହିମୀୟା ୧୦-୧୧

  • ଗୀତ ୩୭ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ସେମାନେ ଯିହୋବାଙ୍କ ପାଇଁ ଅନେକ ତ୍ୟାଗ କଲେ”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ନିହି ୧୦:୩୪—ଲୋକମାନଙ୍କୁ କାଠ ଆଣିବା ପାଇଁ କାହିଁକି କୁହାଯାଇଥିଲା ? (ପ୍ର୦୬-ହି ୨/୧ ପୃ ୧୧ ¶୧)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ନିହି ୧୦:୨୮-୩୯ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?”ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ସେହି ବ୍ୟକ୍ତିକୁ ସଭା ପାଇଁ ଡାକନ୍ତୁ ଏବଂ ରାଜ୍ୟଘରେ କʼଣ ହୁଏ ? ଭିଡିଓ ବିଷୟରେ କହନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ ) ଓ ତାʼ ଉପରେ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୧)

  • ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?”ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ତାʼପରେ ବ୍ୟକ୍ତି ଜଣକୁ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା ଦିଅନ୍ତୁ ଏବଂ “ଏହି ପୁସ୍ତିକାରୁ ଅଧିକରୁ ଅଧିକ ଲାଭ ପାଇବା ପାଇଁ କʼଣ କରିବା ?”ଉପରେ କମ୍‌ ଶବ୍ଦରେ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୪)

  • ଭାଷଣ: (୫ ମି.) ପ୍ର୧୧-ହି ୨/୧୫ ପୃ ୧୫-୧୬ ¶୧୨-୧୫—ବିଷୟ: ଏପରି ବଳିଦାନ ଯେଉଁଥିରୁ ଆଜି ଈଶ୍ୱର ଖୁସି ହୁଅନ୍ତି । (ଶିଖାଇବା ଅଧ୍ୟୟନ ୨୦)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୮୧

  • “ନୂଆ ସେବା ବର୍ଷ ପାଇଁ ଆପଣ କେଉଁ କେଉଁ ଲକ୍ଷ୍ୟ ରଖିଛନ୍ତି ?”: (୧୦ ମି.) ଆଲୋଚନା ।

  • “ଈଶ୍ୱରଙ୍କ ରାଜ୍ୟର ଘୋଷଣା କରିବା ପାଇଁ ସେପ୍ଟେମ୍ବର ମାସରେ ବିଶେଷ ଅଭିଯାନ”: (୫ ମି.) ପୃଷ୍ଠା ୧୬. ଏହି ଭାଷଣ ସେବା ଅଧ୍ୟକ୍ଷ ଦେବେ । ଏହି ଅଭିଯାନ ପାଇଁ ଭାଇଭଉଣୀମାନଙ୍କ ଭିତରେ ଉତ୍ସାହ ଭରନ୍ତୁ ଏବଂ କହନ୍ତୁ ଯେ ଆପଣଙ୍କ ମଣ୍ଡଳୀର ଅଞ୍ଚଳରେ ଏହି ଅଭିଯାନ କରିବା ପାଇଁ କʼଣ କʼଣ ବ୍ୟବସ୍ଥା କରାଯିବ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.)ଜୀବନ ପାଠ ୫୫ ପଏଣ୍ଟ ନଂ ୧-୪

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୯୨ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ