ଶୀଘ୍ର ପୃଥିବୀ ହେବ ନୂଆ
© 2021 Watch Tower Bible and Tract Society of Pennsylvania
ଏହି ପ୍ରକାଶନ ବିକ୍ରି ପାଇଁ ନୁହେଁ । ଏହା ବିଶ୍ୱବ୍ୟାପୀ ବାଇବଲ ଆଧାରିତ ଶିକ୍ଷାଦାନ କାମର ଏକ ଅଂଶ ଅଟେ । ଏହି କାମର ଖର୍ଚ୍ଚ ସ୍ୱେଚ୍ଛାଦାନରେ ଚାଲେ । ଦାନ ଦେବା ପାଇଁ ଦୟା କରି donate.jw.org ଯାଆନ୍ତୁ । ଏଥିରେ ଦିଆଯାଇଥିବା ବାଇବଲ ପଦଗୁଡ଼ିକ ବାଇବଲ ସୋସାଇଟି ଅଫ୍ ଇଣ୍ଡିଆର ପବିତ୍ର ବାଇବଲରୁ ନିଆଯାଇଛି । ଯେଉଁଠାରେ NWT ଲେଖାଅଛି, ସେଠାରେ ଆଧୁନିକ ଭାଷାର ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦରୁ ନିଆଯାଇଛି । ଏହା ବ୍ୟତୀତ ଯେଉଁଠାରେ ଅନ୍ୟ କୌଣସି ବାଇବଲରୁ ପଦଗୁଡ଼ିକ ନିଆଯାଇଛି, ସେଠାରେ ତାʼ ନାମ ଦିଆଯାଇଛି ।
ପ୍ରହରୀଦୁର୍ଗ ପତ୍ରିକା ଏହି ବିଶ୍ୱର ମାଲିକ ଯିହୋବା ଈଶ୍ୱରଙ୍କ ମହିମା କରେ । ଏହା ସବୁ ଲୋକଙ୍କୁ ଖୁସିର ଖବର ଦେଇ ସାନ୍ତ୍ୱନା ଦିଏ ଯେ ସ୍ୱର୍ଗରେ ସ୍ଥାପିତ ଈଶ୍ୱରଙ୍କ ରାଜ୍ୟ ଖୁବ୍ ଶୀଘ୍ର ପୃଥିବୀରୁ ସବୁ ଦୁଷ୍ଟତାକୁ ଶେଷ କରିଦେବ । ତାʼସହ ଏହା ସାରା ପୃଥିବୀକୁ ଏକ ସୁନ୍ଦର ବଗିଚା ବା ପାରଦୀଶରେ ପରିଣତ କରିଦେବ । ଏହାଛଡ଼ା, ଏହି ପତ୍ରିକା ଯିହୋବା ଈଶ୍ୱରଙ୍କ ପୁଅ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରିବା ପାଇଁ ପ୍ରୋତ୍ସାହନ ଦିଏ, ଯିଏ ଆମ ପାଇଁ ନିଜ ଜୀବନ ଦେଇ ସବୁଦିନ ପାଇଁ ବଞ୍ଚିବା ସମ୍ଭବ କଲେ । ଏହି ଯୀଶୁଙ୍କୁ ଯିହୋବା ନିଜ ରାଜ୍ୟର ରାଜା କରିଛନ୍ତି । ଏହି ପତ୍ରିକା ୧୮୭୯ ମସିହାରୁ ଲଗାତାର ଛପାଯାଉଛି ଏବଂ ଏହାର ରାଜନୀତି ସହ କୌଣସି ସମ୍ପର୍କ ନାହିଁ । ଏଠାରେ ଲେଖାଥିବା କଥା ମଣିଷମାନଙ୍କ ଚିନ୍ତାଧାରା ନୁହେଁ ବରଂ ଈଶ୍ୱରଙ୍କ ଚିନ୍ତାଧାରା ଅଟେ, ଯାହା ବାଇବଲରୁ ନିଆଯାଇଛି ।