ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • wp21 ସଂ ୨ ପୃଷ୍ଠା ୩
  • ଆବଶ୍ୟକ ରହିଛି ନୂଆ ଦୁନିଆର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆବଶ୍ୟକ ରହିଛି ନୂଆ ଦୁନିଆର
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୧
  • ପ୍ରାୟ ସମାନ ଲେଖା
  • ପରିଚୟ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୧
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୧
wp21 ସଂ ୨ ପୃଷ୍ଠା ୩
ଜଣେ ବ୍ୟକ୍ତି ଟିଭିରେ ଦେଉଥିବା ଖରାପ ଖବରଗୁଡ଼ିକୁ ଦେଖି ମୁହଁ ମୋଡ଼ୁଛନ୍ତି । ଯୁଦ୍ଧ, ରୋଗ, ଦରିଦ୍ରତା ଓ ଦଙ୍ଗା ଭଳି ଦୃଶ୍ୟ ଦେଖି ସେ ବହୁତ ଚିନ୍ତାରେ ଅଛନ୍ତି ।

ଆବଶ୍ୟକ ରହିଛି ନୂଆ ଦୁନିଆର

ମିଳିତ ଜାତିସଂଘ ସାରା ପୃଥିବୀରେ ଶାନ୍ତି ଆଣିବା ପାଇଁ ଚେଷ୍ଟା କରୁଛି । ସେହି ସଂଗଠନର ଜଣେ ବଡ଼ ଅଧିକାରୀ କହନ୍ତି, “ଦୁନିଆର ପରିସ୍ଥିତି ବହୁତ ଖରାପ ଅଛି ।” ଆପଣଙ୍କୁ କʼଣ ଲାଗେ ?

ସବୁଆଡ଼େ ଖରାପ ଖବର ଶୁଣିବାକୁ ମିଳୁଛି, ଯେପରି:

  • ବିଭିନ୍ନ ରୋଗ ଓ ମହାମାରୀ ହେଉଛି

  • ବନ୍ୟା ଓ ଭୂମିକମ୍ପ ହେଉଛି

  • ଦରିଦ୍ରତା ଓ ଖାଇବାର ଅଭାବ ହେଉଛି

  • ପ୍ରଦୂଷଣ ଓ ପୃଥିବୀର ତାପମାତ୍ରା ବଢ଼ି ବଢ଼ି ଚାଲିଛି

  • ଅପରାଧ, ହତ୍ୟା ଓ ଭ୍ରଷ୍ଟାଚାର ବଢ଼ୁଛି

  • ଯୁଦ୍ଧରେ ଅନେକ ଲୋକଙ୍କ ମୃତ୍ୟୁ ହେଉଛି

ଆମେ ସମସ୍ତେ ଚାହୁଁ ଯେ ପୃଥିବୀର ପରିସ୍ଥିତି ଭଲ ହେଉ ଏବଂ . . .

  • ରୋଗ ନ ରହୁ

  • କୌଣସି କଥା ପାଇଁ ଡର ନ ରହୁ

  • ଭରପୂର ଖାଇବାକୁ ମିଳୁ

  • ପାଣି ପବନ ଶୁଦ୍ଧ ରହୁ

  • ଅନ୍ୟାୟ ନ ହେଉ

  • ସବୁଆଡ଼େ ଶାନ୍ତି ରହୁ

ଖୁବ୍‌ ଶୀଘ୍ର ପୃଥିବୀର ପରିସ୍ଥିତି ବଢ଼ିଆ ହୋଇଯିବ, ସେତେବେଳେ ସବୁକିଛି କିପରି ଥିବ ?

ଯେଉଁ ପୃଥିବୀରେ ଆମେ ରହୁଛୁ ତାହା କʼଣ ବିନାଶ ହୋଇଯିବ ?

ଯେତେବେଳେ ପୃଥିବୀ ନୂଆ ହୋଇଯିବ, ସେଇଠି ରହିବା ପାଇଁ ଆମକୁ କʼଣ କରିବାକୁ ହେବ ?

ଈଶ୍ୱର ପବିତ୍ର ଶାସ୍ତ୍ର ବାଇବଲରେ ଏବିଷୟରେ କହିଛନ୍ତି । ପ୍ରହରୀଦୁର୍ଗ ପତ୍ରିକାର ଏହି ସଂଖ୍ୟାରେ ଆମେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ