ଅଧ୍ୟୟନ ସଂସ୍କରଣ
ଜୁଲାଇ ୨୦୨୨
୫ ସେପ୍ଟେମ୍ବର–୨ ଅକ୍ଟୋବର, ୨୦୨୨ ପାଇଁ ଅଧ୍ୟୟନ ଲେଖା
© 2022 Watch Tower Bible and Tract Society of Pennsylvania
ଏହି ପ୍ରକାଶନ ବିକ୍ରି ପାଇଁ ନୁହେଁ । ଏହା ବିଶ୍ୱବ୍ୟାପୀ ବାଇବଲ ଆଧାରିତ ଶିକ୍ଷାଦାନ କାମର ଏକ ଅଂଶ ଅଟେ । ଏହି କାମର ଖର୍ଚ୍ଚ ସ୍ୱେଚ୍ଛାଦାନରେ ଚାଲେ । ଦାନ ଦେବା ପାଇଁ ଦୟା କରି donate.jw.org ଯାଆନ୍ତୁ ।
ଏଥିରେ ଦିଆଯାଇଥିବା ବାଇବଲ ପଦଗୁଡ଼ିକ ବାଇବଲ ସୋସାଇଟି ଅଫ୍ ଇଣ୍ଡିଆର ପବିତ୍ର ବାଇବଲରୁ ନିଆଯାଇଛି । ଯେଉଁଠାରେ NWT ଲେଖାଅଛି, ସେଠାରେ ଆଧୁନିକ ଭାଷାର ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦରୁ ନିଆଯାଇଛି । ଏହା ବ୍ୟତୀତ ଯେଉଁଠାରେ ଅନ୍ୟ କୌଣସି ବାଇବଲରୁ ପଦଗୁଡ଼ିକ ନିଆଯାଇଛି, ସେଠାରେ ତାʼ ନାମ ଦିଆଯାଇଛି ।
ବାହାରେ ଥିବା ଚିତ୍ର ବିଷୟରେ:
ପ୍ରକାଶିତ ବାକ୍ୟ ଓ ଦାନିୟେଲ ବହିରେ ଲେଖାଯାଇଥିବା ଭବିଷ୍ୟତବାଣୀଗୁଡ଼ିକ ଗୋଟିଏ ବଡ଼ ଚିତ୍ରର ଛୋଟ ଛୋଟ ଅଂଶ ଭଳି ଅଟନ୍ତି । ଏଗୁଡ଼ିକୁ ଯୋଡ଼ିଲେ ଆମେ ପୂରା ଚିତ୍ର ଦେଖିପାରିବା ଅର୍ଥାତ୍ ଆମେ ବୁଝିପାରିବା ଯେ ଅନେକ ଭବିଷ୍ୟତବାଣୀଗୁଡ଼ିକ ପୂରା ହୋଇଯାଇଛି ଆଉ ଖୁବ୍ ଶ୍ରୀଘ୍ର ବିନାଶ ଆସିବ, ଠିକ୍ ଯେପରି ଯିହୋବା ପ୍ରତିଜ୍ଞା କରିଥିଲେ (ଅଧ୍ୟୟନ ଲେଖା ୨୮ର ପାରାଗ୍ରାଫ ୨)