ଅଧ୍ୟୟନ ସଂସ୍କରଣ
ଜାନୁୟାରୀ ୨୦୨୩
୨୭ ଫେବୃଆରୀ–୨ ଏପ୍ରିଲ୍, ୨୦୨୩ ପାଇଁ ଅଧ୍ୟୟନ ଲେଖା
© 2022 Watch Tower Bible and Tract Society of Pennsylvania
୨୦୨୩ ମସିହାର ବାର୍ଷିକ ପଦ:
‘ତୁମ୍ଭର ସମସ୍ତ ବାକ୍ୟ ସତ୍ୟ ଅଟେ ।’—ଗୀତ. ୧୧୯:୧୬୦
ଏହି ପ୍ରକାଶନ ବିକ୍ରି ପାଇଁ ନୁହେଁ । ଏହା ବିଶ୍ୱବ୍ୟାପୀ ବାଇବଲ ଆଧାରିତ ଶିକ୍ଷାଦାନ କାମର ଏକ ଅଂଶ ଅଟେ । ଏହି କାମର ଖର୍ଚ୍ଚ ସ୍ୱେଚ୍ଛାଦାନରେ ଚାଲେ । ଦାନ ଦେବା ପାଇଁ ଦୟା କରି donate.jw.org ଯାଆନ୍ତୁ ।
ଏଥିରେ ଦିଆଯାଇଥିବା ବାଇବଲ ପଦଗୁଡ଼ିକ ବାଇବଲ ସୋସାଇଟି ଅଫ୍ ଇଣ୍ଡିଆର ପବିତ୍ର ବାଇବଲରୁ ନିଆଯାଇଛି । ଯେଉଁଠାରେ NWT ଲେଖାଅଛି, ସେଠାରେ ଆଧୁନିକ ଭାଷାର ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦରୁ ନିଆଯାଇଛି । ଏହା ବ୍ୟତୀତ ଯେଉଁଠାରେ ଅନ୍ୟ କୌଣସି ବାଇବଲରୁ ପଦଗୁଡ଼ିକ ନିଆଯାଇଛି, ସେଠାରେ ତାʼ ନାମ ଦିଆଯାଇଛି ।
ବାହାରେ ଥିବା ଚିତ୍ର ବିଷୟରେ:
ନକଲ ତିଆରି କରୁଥିବା ବ୍ୟକ୍ତିମାନେ ବହୁତ ଧ୍ୟାନର ସହ ଏବ୍ରୀ ଶାସ୍ତ୍ରର ନକଲଗୁଡ଼ିକୁ ପ୍ରସ୍ତୁତ କରୁଥିଲେ ଓ ସେମାନେ ନିଶ୍ଚିତ କରୁଥିଲେ ଯେ ସେମାନେ ଯେଉଁ ନକଲ ତିଆରି କରିଛନ୍ତି, ତାହା ବିଲକୁଲ୍ ଠିକ୍ ରହୁ । (ଅଧ୍ୟୟନ ଲେଖା ୧ର ପାରାଗ୍ରାଫ ୫)