ଅଧ୍ୟୟନ ସଂସ୍କରଣ
ଜୁଲାଇ ୨୦୨୩
୧୧ ସେପ୍ଟେମ୍ବର–୮ ଅକ୍ଟୋବର, ୨୦୨୩ ପାଇଁ ଅଧ୍ୟୟନ ଲେଖା
© 2023 Watch Tower Bible and Tract Society of Pennsylvania
ଏହି ପ୍ରକାଶନ ବିକ୍ରି ପାଇଁ ନୁହେଁ । ଏହା ବିଶ୍ୱବ୍ୟାପୀ ବାଇବଲ ଆଧାରିତ ଶିକ୍ଷାଦାନ କାମର ଏକ ଅଂଶ ଅଟେ । ଏହି କାମର ଖର୍ଚ୍ଚ ସ୍ୱେଚ୍ଛାଦାନରେ ଚାଲେ । ଦାନ ଦେବା ପାଇଁ ଦୟା କରି donate.jw.org ଯାଆନ୍ତୁ ।
ଏଥିରେ ଦିଆଯାଇଥିବା ବାଇବଲ ପଦଗୁଡ଼ିକ ବାଇବଲ ସୋସାଇଟି ଅଫ୍ ଇଣ୍ଡିଆର ପବିତ୍ର ବାଇବଲରୁ ନିଆଯାଇଛି । ଯେଉଁଠାରେ NWT ଲେଖାଅଛି, ସେଠାରେ ଆଧୁନିକ ଭାଷାର ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦରୁ ନିଆଯାଇଛି । ଏହା ବ୍ୟତୀତ ଯେଉଁଠାରେ ଅନ୍ୟ କୌଣସି ବାଇବଲରୁ ପଦଗୁଡ଼ିକ ନିଆଯାଇଛି, ସେଠାରେ ତାʼ ନାମ ଦିଆଯାଇଛି ।
ବାହାରେ ଥିବା ଚିତ୍ର ବିଷୟରେ:
ବାରାକ୍ ଓ ତାଙ୍କ ଲୋକମାନେ ସାହସର ସହ ସୀଷରାଙ୍କ ସେନାର ପିଛା କରୁଥିଲେ (ଅଧ୍ୟୟନ ଲେଖା ୧୩ର ପାରାଗ୍ରାଫ ୧୮)