ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w23 ଡିସେମ୍ବର ପୃଷ୍ଠା ୧-୩୨
  • ଅଧ୍ୟୟନ ସଂସ୍କରଣ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅଧ୍ୟୟନ ସଂସ୍କରଣ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
w23 ଡିସେମ୍ବର ପୃଷ୍ଠା ୧-୩୨
ଜଣେ ଯୁବା ଭଉଣୀ ଓ ଭାଇ ଧିରେ ଧିରେ ପ୍ରୌଢ଼ ହେଉଛନ୍ତି ଓ ବହୁତ ଖୁସି ଅଛନ୍ତି । ଭଉଣୀଙ୍କ ହାତରେ ବାଇବଲ ଖୋଲା ଅଛି ଓ ସେ ଖୁସି ଅଛନ୍ତି । ଭଉଣୀଙ୍କ ହାତରେ ବାଇବଲ ଅଛି ଓ ସେ ଚିନ୍ତନ କରୁଛନ୍ତି; ଜଣେ ଭାଇ ପ୍ରଚାର ପାଇଁ ଯାଉଛନ୍ତି । ଚିତ୍ରଗୁଡ଼ିକ: କିଛି ପ୍ରୌଢ଼ ଯୁବା ଭାଇଭଉଣୀ ଯିହୋବାଙ୍କ ସେବା ସହ ଜଡ଼ିତ କାମ କରୁଛନ୍ତି । ୧. ଜଣେ ଭଉଣୀ ବୈଥେଲରେ ଟେବୁଲ ଉପରେ ଖାଇବା ପ୍ଲେଟ୍‌ ଲଗାଉଛନ୍ତି । ୨. ଦୁଇଜଣ ଭଉଣୀ ପ୍ରଚାର କରୁଛନ୍ତି ଓ ଜଣେ ସ୍ତ୍ରୀକୁ ବାଇବଲର ଗୋଟିଏ ପଦ ପଢ଼ି ଶୁଣାଉଛନ୍ତି । ୩. ଜଣେ ଭଉଣୀ ଜଣେ ବୃଦ୍ଧା ଭଉଣୀଙ୍କ ସହ କାର୍ଟ ଲଗାଇ ସାକ୍ଷ୍ୟ ଦେଉଛନ୍ତି । ୪. ଜଣେ ଭାଇ ଟ୍ୟାବଲେଟ ଚଲାଇବା ପାଇଁ ଜଣେ ବୃଦ୍ଧ ଭାଇଙ୍କ ସାହାଯ୍ୟ କରୁଛନ୍ତି । ୫. ଜଣେ ଭାଇ ଷ୍ଟେଜ୍‌ରୁ ବାଇବଲ ପଢ଼ୁଛନ୍ତି । ୬. ଜଣେ ଭାଇ ସଂଗଠନର ନିର୍ମାଣ କାମରେ ସାହାଯ୍ୟ କରୁଛନ୍ତି ଏବଂ ଇଲେକଟ୍ରିକ୍‌ରୁ ଚାଲୁଥିବା କରତ ଚଲାଉଛନ୍ତି ।

ଅଧ୍ୟୟନ ସଂସ୍କରଣ

ଡିସେମ୍ବର ୨୦୨୩

୫ ଫେବୃୟାରୀ–୩ ମାର୍ଚ୍ଚ, ୨୦୨୪ ପାଇଁ ଅଧ୍ୟୟନ ଲେଖା

© 2023 Watch Tower Bible and Tract Society of Pennsylvania

ଏହି ପ୍ରକାଶନ ବିକ୍ରି ପାଇଁ ନୁହେଁ । ଏହା ବିଶ୍ୱବ୍ୟାପୀ ବାଇବଲ ଆଧାରିତ ଶିକ୍ଷାଦାନ କାମର ଏକ ଅଂଶ ଅଟେ । ଏହି କାମର ଖର୍ଚ୍ଚ ସ୍ୱେଚ୍ଛାଦାନରେ ଚାଲେ । ଦାନ ଦେବା ପାଇଁ ଦୟା କରି donate.jw.org ଯାଆନ୍ତୁ ।

ଏଥିରେ ଦିଆଯାଇଥିବା ବାଇବଲ ପଦଗୁଡ଼ିକ ବାଇବଲ ସୋସାଇଟି ଅଫ୍‌ ଇଣ୍ଡିଆର ପବିତ୍ର ବାଇବଲରୁ ନିଆଯାଇଛି । ଯେଉଁଠାରେ NWT ଲେଖାଅଛି, ସେଠାରେ ଆଧୁନିକ ଭାଷାର ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦରୁ ନିଆଯାଇଛି । ଏହା ବ୍ୟତୀତ ଯେଉଁଠାରେ ଅନ୍ୟ କୌଣସି ବାଇବଲରୁ ପଦଗୁଡ଼ିକ ନିଆଯାଇଛି, ସେଠାରେ ତାʼ ନାମ ଦିଆଯାଇଛି ।

ବାହାରେ ଥିବା ଚିତ୍ର ବିଷୟରେ:

ଅନେକ ଯୁବା ଭଉଣୀ ଓ ଭାଇମାନେ ବାଇବଲର କଥାଗୁଡ଼ିକୁ ଶିଖିଲେ ଏବଂ ତାହାକୁ ମାନିଲେ, ତେଣୁ ସେମାନେ ପ୍ରୌଢ଼ ଖ୍ରୀଷ୍ଟିୟାନ ହୋଇପାରିଲେ (ଅଧ୍ୟୟନ ଲେଖା ୫୨ର ପାରାଗ୍ରାଫ ୨୧ ଏବଂ ଅଧ୍ୟୟନ ଲେଖା ୫୩ର ପାରାଗ୍ରାଫ ୧୯-୨୦)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ