ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w24 ମେ ପୃଷ୍ଠା ୩୨
  • ଅନ୍ୟାୟକୁ କିପରି ସହିବା ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅନ୍ୟାୟକୁ କିପରି ସହିବା ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ପ୍ରାୟ ସମାନ ଲେଖା
  • ଯିହୋବା ଆପଣଙ୍କୁ ସଫଳତା ପାଇବାରେ ସାହାଯ୍ୟ କରୁଛନ୍ତି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଜଣେ ଦାସ ଈଶ୍ୱରଙ୍କ କଥା ମାନିଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଯିହୋବା ଯୋଷେଫଙ୍କୁ ଭୁଲିଲେ ନାହିଁ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
w24 ମେ ପୃଷ୍ଠା ୩୨

ଅଧ୍ୟୟନ ପାଇଁ ବିଷୟ

ଅନ୍ୟାୟକୁ କିପରି ସହିବା ?

ଆଦି ପୁସ୍ତକ ୩୭:୨୩-୨୮; ୩୯:୧୭-୨୩ ପଢ଼ନ୍ତୁ ଓ ଜାଣନ୍ତୁ ଯେ ଅନ୍ୟାୟ ସହିବା ବିଷୟରେ ଆମେ ଯୋଷେଫଙ୍କଠାରୁ କʼଣ ଶିଖିପାରିବା ।

ଅଧିକ ଜାଣିବା ପାଇଁ ଆଖପାଖର ପଦଗୁଡ଼ିକୁ ପଢ଼ନ୍ତୁ । ଲୋକମାନେ ଯୋଷେଫଙ୍କ ସହିତ ଅନ୍ୟାୟ କଲେ ? (ଆଦି. ୩୭:୩-୧୧; ୩୯:୧, ୬-୧୦) ତାଙ୍କୁ କେତେ ସମୟ ଯାଏ ଅନ୍ୟାୟ ସହିବାକୁ ପଡ଼ିଲା ? (ଆଦି. ୩୭:୨; ୪୧:୪୬) ସେହି ସମୟରେ ଯିହୋବା ଯୋଷେଫଙ୍କ ପାଇଁ କʼଣ କଲେ ଓ କʼଣ କଲେ ନାହିଁ ?—ଆଦି. ୩୯:୨, ୨୧; ପ୍ର୨୩.୦୧ ପୃ ୧୭ ¶୧୩.

ଗଭୀର ଭାବେ ଅନୁସନ୍ଧାନ କରନ୍ତୁ । ପୋଟୀଫରର ସ୍ତ୍ରୀ ଯୋଷେଫଙ୍କ ଉପରେ ମିଛ ଆରୋପ ଲଗାଇଲା, କିନ୍ତୁ ବାଇବଲରେ ଏପରି କୁହାଯାଇ ନାହିଁ ଯେ ଯୋଷେଫ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ କିଛି କହିଲେ । ଆଗକୁ ଦିଆଯାଇଥିବା ପଦଗୁଡ଼ିକ ଉପରେ ଚିନ୍ତନ କରନ୍ତୁ ଓ ଭାବନ୍ତୁ: ହୁଏତ ଯୋଷେଫ କାହିଁକି କିଛି କହି ନ ଥିବେ ? ଆଉ ଏହି ବିଷୟରେ ବାଇବଲରେ କାହିଁକି ସ୍ପଷ୍ଟ ଭାବରେ କୁହାଯାଇ ନାହିଁ ? (ହିତୋ. ୨୦:୨; ଯୋହ. ୨୧:୨୫; ପ୍ରେରି. ୨୧:୩୭) ଯୋଷେଫଙ୍କ ପାଖରେ ଏପରି କେଉଁ ଗୁଣଗୁଡ଼ିକ ଥିଲା, ଯାହାଯୋଗୁଁ ସେ ଅନ୍ୟାୟକୁ ସହିପାରିଲେ ?—ମୀଖା ୭:୭; ଲୂକ ୧୪:୧୧; ଯାକୁ. ୧:୨, ୩.

ଭାବନ୍ତୁ ଯେ ଆପଣ କʼଣ ଶିଖିଲେ । ନିଜକୁ ପଚାରନ୍ତୁ:

  • ‘ଯୀଶୁଙ୍କ ଶିଷ୍ୟ ହେବା ଯୋଗୁଁ ମୋ ସହିତ କʼଣ ଅନ୍ୟାୟ ହୋଇପାରେ ?’ (ଲୂକ ୨୧:୧୨, ୧୬, ୧୭; ଏବ୍ରୀ ୧୦:୩୩, ୩୪)

  • ‘ସେହି ଅନ୍ୟାୟକୁ ସହିବା ପାଇଁ ମୁଁ ଏବେଠାରୁ କʼଣ କରିପାରିବି ?’ (ଗୀତ. ୬୨:୭, ୮; ୧୦୫:୧୭-୧୯; ପ୍ର୧୯.୦୭ ପୃ ୨-୭)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ