ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • ll ଭାଗ ୧ ପୃଷ୍ଠା ୪-୫
  • ଆମେ କିପରି ଈଶ୍ୱରଙ୍କ ବାଣୀ ଶୁଣିବା?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆମେ କିପରି ଈଶ୍ୱରଙ୍କ ବାଣୀ ଶୁଣିବା?
  • ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
  • ପ୍ରାୟ ସମାନ ଲେଖା
  • ଭାଗ ୧
    ଈଶ୍ୱରଙ୍କ ବାଣୀ ଶୁଣ
  • ବାଇବଲ—ଈଶ୍ୱରଙ୍କ ତରଫରୁ ଏକ ବହି
    ବାଇବଲ ଆମକୁ କʼଣ ଶିଖାଏ?
  • ବାଇବଲ ଏହାର ଲେଖକ ବିଷୟରେ କʼଣ କହେ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଆପଣ ଈଶ୍ୱରଙ୍କ ପରାମର୍ଶ ପାଇପାରିବେ
    ସଜାଗ ହୁଅ !—୨୦୨୧
ଆହୁରି ଦେଖନ୍ତୁ
ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
ll ଭାଗ ୧ ପୃଷ୍ଠା ୪-୫

ଭାଗ ୧

ଆମେ କିପରି ଈଶ୍ୱରଙ୍କ ବାଣୀ ଶୁଣିବା?

ଈଶ୍ୱର ବାଇବଲ ଦ୍ୱାରା ଆମକୁ କଥା କୁହନ୍ତି। ୨ ତୀମଥି ୩:୧୬

ଯିହୋବା ନିଜ ର୍ଗୀୟ ସିଂହାସନରୁ ଲୋକମାନଙ୍କୁ ବାଇବଲ ଲେବାକୁ ରଣା ଦେଲେ

ସତ୍ୟ ଈଶ୍ୱର କେତେକ ଲୋକଙ୍କୁ ନିଜ କଥା ଏକ ବହିରେ ଲେଖିବାକୁ ପ୍ରେରଣା ଦେଲେ। ସେହି ବହିଟି ହେଲା ବାଇବଲ। ଏଠାରେ ଅତି ଜରୁରୀ ଖବର ଅଛି। ଯାହା ଈଶ୍ୱର ଆପଣଙ୍କୁ ଜଣେଇବାକୁ ଚାହାନ୍ତି।

ଯାହା ଆମ ପାଇଁ ଉତ୍ତମ ତାହା ଈଶ୍ୱର ଜାଣନ୍ତି। କାରଣ ଈଶ୍ୱର ଜ୍ଞାନର ଉତ୍ସ। ତାହାଙ୍କ କଥା ଶୁଣିବା ଦ୍ୱାରା ଆପଣ ପ୍ରକୃତରେ ବୁଦ୍ଧିମାନ ହୋଇ ପାରିବେ।—ହିତୋପଦେଶ ୧:୫.

ଅନେକ ଭାଷାରେ ବାଇବଲ; ଜଣେ ବ୍ୟକ୍ତି ନିଜ ଭାଷାରେ ବାଇବଲ ପଛନ୍ତି

ଈଶ୍ୱରଙ୍କ ଇଚ୍ଛା ଯେ ପୃଥିବୀର ସମସ୍ତ ଲୋକ ବାଇବଲ ପଢ଼ନ୍ତୁ। ଏଥିପାଇଁ ଏହା ଅନେକ ଭାଷାରେ ଅଛି।

ଯଦି ଆପଣ ଈଶ୍ୱରଙ୍କ ବାଣୀ ଅର୍ଥାତ୍‌ କଥା ଶୁଣିବା ଚାହନ୍ତି, ତେବେ ଆପଣଙ୍କୁ ବାଇବଲ ପଢ଼ିବା ଓ ବୁଝିବା ଦରକାର।

ସବୁଜାଗାରେ ଲୋକେ ଈଶ୍ୱରଙ୍କ କଥା ଶୁଣୁଛନ୍ତି। ମାଥିଉ ୨୮:୧୯

ଜଣେ ଯିହୋବାଙ୍କ ସାକ୍ଷୀ ଏକ ବ୍ୟକ୍ତିଙ୍କୁ ଗୋଟିଏ ବାଇବଲ ପଦ ପ ଶୁଣାଉଛନ୍ତି, ତା’ପରେ ତାଙ୍କ ସହିତ ବାଇବଲ ଅଧୟନ କରୁଛନ୍ତି

ଯିହୋବାଙ୍କ ସାକ୍ଷୀ ଆପଣଙ୍କୁ ବାଇବଲ ବୁଝିବାକୁ ସାହାଯ୍ୟ କରିବେ।

ସାରା ପୃଥିବୀରେ ସେମାନେ ଈଶ୍ୱରଙ୍କ ବିଷୟରେ ସତ୍ୟ ଶିକ୍ଷା ଦିଅନ୍ତି।

ଯିହୋବାଙ୍କ ସାକ୍ଷୀମାନଙ୍କର ରାଜ୍ୟଘରେ ଏକ ସଭା

ଏହି ଶିକ୍ଷା ପାଇଁ ଆପଣଙ୍କୁ ପଇସାପତ୍ର ଦେବାକୁ ପଡ଼ିବ ନାହିଁ। ଏହା ଛଡ଼ା ଆପଣ ଯିହୋବାଙ୍କ ସାକ୍ଷୀମାନଙ୍କ ସଭାଗୁଡ଼ିକରେ ଈଶ୍ୱରଙ୍କ ବିଷୟରେ ଶିଖି ପାରିବେ।

  • ଈଶ୍ୱରଙ୍କ ବାକ୍ୟ ସତ୍ୟ ଅଟେ।—ଯୋହନ ୧୭:୧୭.

  • ଆମେ କାହିଁକି ଈଶ୍ୱରଙ୍କୁ ବିଶ୍ୱାସ କରିବା?—ଗଣନାପୁସ୍ତକ ୨୩:୧୯.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ