ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • ll ଭାଗ ୨ ପୃଷ୍ଠା ୬-୭
  • ସତ୍ୟ ଈଶ୍ୱର କିଏ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସତ୍ୟ ଈଶ୍ୱର କିଏ?
  • ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
  • ପ୍ରାୟ ସମାନ ଲେଖା
  • ଭାଗ ୨
    ଈଶ୍ୱରଙ୍କ ବାଣୀ ଶୁଣ
  • ଈଶ୍ୱର କିଏ ଅଟନ୍ତି ?
    ବାଇବଲ ଆମକୁ କʼଣ ଶିଖାଏ?
  • ପରମେଶ୍ୱର କିଏ ?
    ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
ll ଭାଗ ୨ ପୃଷ୍ଠା ୬-୭

ଭାଗ ୨

ସତ୍ୟ ଈଶ୍ୱର କିଏ?

ଯିହୋବା ନିଜ ର୍ଗୀୟ ସିଂହାସନରୁ ତାହାଙ୍କ ର୍ଗୀୟ ଓ ପାବ ଷ୍ଟିକୁ ଦେଖୁଛନ୍ତି

କେବଳ ଏକ ମାତ୍ର ସତ୍ୟ ଈଶ୍ୱର ଅଛନ୍ତି ଏବଂ ତାହାଙ୍କ ନାମ ଯିହୋବା। (ଯାତ୍ରାପୁସ୍ତକ ୬:୩) ସେ ଏକ ଆତ୍ମିକ ପ୍ରାଣୀ, ଆମେ ତାହାଙ୍କୁ ଦେଖି ପାରିବା ନାହିଁ। ଯିହୋବା ଆମକୁ ଭଲ ପାଆନ୍ତି ଓ ଚାହାନ୍ତି ଯେ ଆମେ ମଧ୍ୟ ତାହଙ୍କୁ ଭଲ ପାଉ। ସେ ଏହା ମଧ୍ୟ ଚାହାନ୍ତି ଯେ ଆମେ ଅନ୍ୟମାନଙ୍କୁ ଭଲ ପାଉ। (ମାଥିଉ ୨୨:୩୫-୪୦) ଯିହୋବା ଜଣେ ସର୍ବଶକ୍ତିମାନ ସୃଷ୍ଟିକର୍ତ୍ତା ଅଟନ୍ତି।

ସର୍ବପ୍ରଥମେ ଯିହୋବା ଏକ ଆତ୍ମିକ ପ୍ରାଣୀକୁ ସୃଷ୍ଟି କଲେ ଏବଂ ତାହାଙ୍କ ନାମ ଯୀଶୁ ଖ୍ରୀଷ୍ଟ। ଈଶ୍ୱର ଅନ୍ୟ ସ୍ୱର୍ଗଦୂତ ମାନଙ୍କୁ ମଧ୍ୟ ସୃଷ୍ଟି କଲେ।

ଯିହୋବା ସ୍ୱର୍ଗ . . . ଓ ପୃଥିବୀର ସବୁ କିଛି ସୃଷ୍ଟି କଲେ। ପ୍ରକାଶିତ ବାକ୍ୟ ୪:୧୧

ଯେହୋବା ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗଣ ସୃଷ୍ଟି କଲେ। ତାʼ ପରେ ପୃଥିବୀର ସବୁ କିଛି ସୃଷ୍ଟି କଲେ।—ଆଦିପୁସ୍ତକ ୧:୧.

ସେ ପ୍ରଥମ ମନୁଷ୍ୟକୁ ମାଟିରେ ଗଢ଼ିଲେ ଏବଂ ତାହାର ନାମ ଆଦମ ରଖିଲେ।—ଆଦିପୁସ୍ତକ ୨:୭.

  • ଆମେ କାହିଁକି ଯିହୋବାଙ୍କୁ ଆଦର କରିବା ଉଚିତ?—ଯିଶାଇୟ ୪୨:୫.

  • ଈଶ୍ୱରଙ୍କ କି କି ଗୁଣଗୁଡ଼ିକ ରହିଛି?—ଯାତ୍ରାପୁସ୍ତକ ୩୪:୬.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ