ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • ll ଭାଗ ୮ ପୃଷ୍ଠା ୧୮-୧୯
  • ଯୀଶୁଙ୍କ ମୃତ୍ୟୁ ଆପଣଙ୍କ ପାଇଁ କି ଅର୍ଥ ରଖେ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁଙ୍କ ମୃତ୍ୟୁ ଆପଣଙ୍କ ପାଇଁ କି ଅର୍ଥ ରଖେ?
  • ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
  • ପ୍ରାୟ ସମାନ ଲେଖା
  • ଭାଗ ୮
    ଈଶ୍ୱରଙ୍କ ବାଣୀ ଶୁଣ
  • ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ ?
    ବାଇବଲ ଆମକୁ କʼଣ ଶିଖାଏ?
  • ମରିଯାଇଥିବା ଲୋକଙ୍କୁ ପୁଣିଥରେ ଜୀବିତ କରାଯିବ !
    ବାଇବଲ ଆମକୁ କʼଣ ଶିଖାଏ?
  • ପରମେଶ୍ୱରଙ୍କ ରାଜ୍ୟ କʼଣ ଅଟେ ?
    ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
ଆହୁରି ଦେଖନ୍ତୁ
ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
ll ଭାଗ ୮ ପୃଷ୍ଠା ୧୮-୧୯

ଭାଗ ୮

ଯୀଶୁଙ୍କ ମୃତ୍ୟୁ ଆପଣଙ୍କ ପାଇଁ କି ଅର୍ଥ ରଖେ?

ଆମମାନଙ୍କ ଅନନ୍ତ ଜୀବନ ପାଇଁ ଯୀଶୁ ମରିଲେ। ଯୋହନ ୩:୧୬

ସ୍ତ୍ରୀ ଲୋକମାନେ ଯୀଶୁଙ୍କ ଖାଲି କବରକୁ ଦେଖୁଛନ୍ତି

ଯୀଶୁଙ୍କ ମୃତ୍ୟୁର ତୃତୀୟ ଦିନରେ, କେତେକ ସ୍ତ୍ରୀମାନେ ତାହାଙ୍କ କବରକୁ ଯାଇ ଦେଖିଲେ ଯେ କବରଟି ଖାଲି ଥିଲା। ଯିହୋବା ଯୀଶୁଙ୍କୁ ମୃତ୍ୟରୁ ପୁଣି ଥରେ ଜୀବିତ କଲେ।

ଯୀଶୁ ନିଜ ରିତମାନଙ୍କୁ ଦେଖା ଦେଉଛନ୍ତି, ତା’ପରେ ର୍ଗକୁ ଯାଉଛନ୍ତି

ଏହା ପରେ, ଯୀଶୁ ନିଜ ଶିଷ୍ୟମାନଙ୍କୁ ଦେଖା ଦେଲେ।

ଯିହୋବା ଯୀଶୁଙ୍କୁ ଏକ ଶକ୍ତିଶାଳୀ ଆତ୍ମିକ ପ୍ରାଣୀରୂପେ ପୁନରୁଜ୍ଜୀବିତ କଲେ। ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ସ୍ୱର୍ଗକୁ ଯିବାର ଦେଖିଲେ।

  • ପାପର “ବେତନ” କʼଣ?—ରୋମୀୟ ୬:୨୩.

  • ଯୀଶୁ ଅନନ୍ତ ଜୀବନର ରାସ୍ତା ଖୋଲି ଦେଲେ।—ରୋମୀୟ ୫:୨୧.

ଯିହୋବା ଯୀଶୁଙ୍କୁ ପୁନରୁତ୍ଥାନ କରିଲେ ଓ ଈଶ୍ୱରଙ୍କ ରାଜ୍ୟର ରାଜା ନିଯୁକ୍ତି କଲେ। ଦାନିୟେଲ ୭:୧୩, ୧୪

ଯୀଶୁ ନିଜ ର୍ଗୀୟ ରାଜ୍ୟର ସିଂହାସନରୁ ପାରଦୀଶରେ ପରିଣତ ବୀ ଉପରେ ଶାସନ କରୁଛନ୍ତି

ଯୀଶୁ ନିଜ ଜୀବନକୁ ମାନବଜାତି ପାଇଁ ମୁକ୍ତିର ମୂଲ୍ୟରୂପେ ଦାନ କଲେ। (ମାଥିଉ ୨୦:୨୮) ଏହି ମୁକ୍ତିର ମୂଲ୍ୟ ଦ୍ୱାରା ହିଁ ଯିହୋବା, ଆମମାନଙ୍କ ପାଇଁ ଅନନ୍ତ ଜୀବନ ସମ୍ଭବ କରାଇଲେ।

ଯିହୋବା ଯୀଶୁଙ୍କୁ ପୃଥିବୀ ଉପରେ ଶାସନ କରିବାକୁ ରାଜା ରୂପେ ନିଯୁକ୍ତି କଲେ। ଯୀଶୁଙ୍କ ସହିତ ୧,୪୪,୦୦୦ଜଣ ବିଶ୍ୱସ୍ତ ଲୋକମାନେ ମଧ୍ୟ ଶାସନ କରିବେ, ଯାହାଙ୍କୁ ପୃଥିବୀରୁ ସ୍ୱର୍ଗୀୟ ଜୀବନ ପାଇଁ ପୁନରୁତ୍ଥାନ କରାଯିବ। ଯୀଶୁ ଓ ୧,୪୪,୦୦୦ଜଣଙ୍କୁ ନେଇ ଏକ ସ୍ୱର୍ଗୀୟ ସରକାର ହେବ ଓ ତାହାକୁ ଈଶ୍ୱରଙ୍କ ରାଜ୍ୟ କୁହାଯାଏ।—ପ୍ରକାଶିତ ବାକ୍ୟ ୧୪:୧-୩

ଈଶ୍ୱରଙ୍କ ରାଜ୍ୟ ପୃଥିବୀକୁ ଏକ ପାରାଦୀଶରେ ପରିଣତ କରିବ। ଯୁଦ୍ଧ, ଅତ୍ୟାଚାର, ଦାରିଦ୍ରତା ଓ ଦୁର୍ଭିକ୍ଷ ଆଉ ରହିବ ନାହିଁ। ଲୋକମାନେ ଖୁସୀ ଓ ଶାନ୍ତିରେ ରହିବେ।—ଗୀତସଂହିତା ୧୪୫:୧୬.

  • ଈଶ୍ୱରଙ୍କ ରାଜ୍ୟ ମାନବଜାତି ପାଇଁ କି କି ଆଶିଷ ଆଣିବ?—ଗୀତସଂହିତା ୭୨.

  • ଆମମାନଙ୍କୁ ମଧ୍ୟ ଈଶ୍ୱରଙ୍କ ରାଜ୍ୟ ପାଇଁ ପ୍ରାର୍ଥନା କରିବା ଉଚିତ୍‌।—ମାଥିଉ ୬:୧୦.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ