ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ପାଠ ସଂଖ୍ୟା
ଆପଣ ଈଶ୍ୱରଙ୍କ ସହ ଧନର ଦାସ ହୋଇପାରିବେ ନାହିଁ ୧୦, ୧୭, ୪୪, ୫୯, ୭୫, ୭୬
ଆମକୁ ରାଜ୍ୟର ଖୁସିର ଖବର ଶୁଣାଇବା ଉଚିତ୍ ୭୩, ୭୬, ୯୪, ୯୫, ୯୬, ୯୭, ୯୮
ଆମେ ଯିହୋବାଙ୍କ ପାଇଁ ଯାହା କରୁ ସେ ତାହା ସବୁବେଳେ ମନେ ରଖିବେ ୧୬, ୨୯, ୩୨, ୪୮, ୬୫, ୬୯, ୭୭, ୧୦୦
ଈଶ୍ୱର ଆମକୁ ବାଇବଲ ଦେଇଛନ୍ତି ଯାହାଦ୍ୱାରା ଆମେ ବୁଦ୍ଧିମାନ ହେଉ ୫୬, ୬୬, ୭୨, ୭୫, ୮୧
ଈଶ୍ୱରଙ୍କ କଥା ମାନୁ ନ ଥିବା ଲୋକମାନେ ତାଙ୍କ ଶତ୍ରୁ ହୋଇଯାʼନ୍ତି ୭, ୧୭, ୨୬, ୨୭, ୨୮, ୮୮
ଈଶ୍ୱରଙ୍କ ରାଜ୍ୟ ପ୍ରତ୍ୟେକ ଜଣଙ୍କୁ ଖୁସି ଦେବ ୧, ୪୮, ୬୨, ୭୯, ୮୧, ୮୩, ୮୫, ୮୬
ଈଶ୍ୱରଙ୍କ ଶୁଣନ୍ତୁ ଓ ଆଜ୍ଞା ମାନନ୍ତୁ, ତେବେ ଆପଣ ବଞ୍ଚିପାରିବେ ୩, ୫, ୧୦, ୩୭, ୩୯, ୫୪, ୫୯, ୬୫, ୭୨
ଈର୍ଷା ଯୋଗୁଁ ମିତ୍ରତା ଭାଙ୍ଗିଯାଏ ୪, ୧୪, ୪୧
କଷ୍ଟଗୁଡ଼ିକ ସହିବା ସମୟରେ ହାର୍ ମାନନ୍ତୁ ନାହିଁ ୧୬, ୪୭, ୫୧, ୫୭, ୬୪, ୭୫, ୯୦, ୯୫, ୯୯, ୧୦୧
କେବେ ବି ଖରାପ କାମ କରନ୍ତୁ ନାହିଁ ୧୪, ୨୭, ୪୯, ୫୩, ୫୮, ୮୮, ୮୯
ଦୁଷ୍ଟମାନଙ୍କ ବିନାଶ କରିଦିଆଯିବ ୫, ୧୦, ୩୨, ୪୬, ୧୦୨
ପିଲା ଓ ଯୁବାମାନେ—ପୂରା ହୃଦୟରୁ ଯିହୋବାଙ୍କ କଥା ମାନନ୍ତୁ ୩୭, ୫୧, ୫୯, ୬୧, ୭୨, ୧୦୦
ମିଥ୍ୟା ଉପାସନା ପଛରେ ଶୟତାନର ହାତ ଅଛି ୧୯, ୨୦, ୨୨, ୩୮, ୪୬, ୪୯, ୫୨, ୫୮
ମୃତ ଲୋକମାନଙ୍କୁ ପୁଣି ଜୀବିତ କରାଯିବ ୪୮, ୮୬, ୯୧, ୯୩
ଯଦି ଆମେ ହୃଦୟରୁ ପ୍ରାର୍ଥନା କରୁ ତେବେ ଯିହୋବା ଶୁଣନ୍ତି ୩୫, ୩୮, ୫୦, ୬୪, ୮୨
ଯିଏ ଭାଇକୁ ପ୍ରେମ କରେ ନାହିଁ ସେ ଈଶ୍ୱରଙ୍କୁ ପ୍ରେମ କରିପାରିବ ନାହିଁ ୪, ୧୩, ୧୫, ୪୧
ଯିହୋବା ଆପଣଙ୍କୁ ଯାହା ଦେଇଛନ୍ତି ତାʼପାଇଁ କୃତଜ୍ଞ ରୁହନ୍ତୁ ୧୨, ୧୩, ୨୪, ୩୫, ୩୬, ୫୬, ୭୫, ୯୫, ୧୦୦
ଯିହୋବା ଆପଣଙ୍କୁ କ୍ଷମା କରନ୍ତି, ଆପଣ ମଧ୍ୟ ଅନ୍ୟମାନଙ୍କୁ କ୍ଷମା କରନ୍ତୁ ୧୩, ୧୫, ୩୧, ୪୩, ୯୨
ଯିହୋବା ଆମ ଘର ଅର୍ଥାତ୍ ପୃଥିବୀକୁ ତିଆରି କଲେ ୧, ୨, ୧୦୨, ୧୦୩
ଯିହୋବା କେବେ ମିଛ କହନ୍ତି ନାହିଁ ୩, ୧୦, ୧୬, ୬୩, ୬୮, ୭୦, ୧୦୨, ୧୦୩
ଯିହୋବା ନମ୍ର ଲୋକମାନଙ୍କୁ ରକ୍ଷା କରନ୍ତି ୪୩, ୪୫, ୬୫, ୬୭, ୬୯
ଯିହୋବା ନିଜ ଲୋକମାନଙ୍କୁ ରାସ୍ତା ଦେଖାନ୍ତି ୧୮, ୨୫, ୨୬, ୨୭, ୨୯, ୩୪, ୩୯, ୪୪, ୭୩, ୮୦
ଯିହୋବା ସବୁ ଦେଶର ଲୋକଙ୍କୁ ପ୍ରେମ କରନ୍ତି ୩୦, ୩୩, ୪୮, ୫୪, ୭୭, ୯୪, ୯୭, ୯୮, ୯୯
ଯିହୋବା ସର୍ବଶକ୍ତିମାନ ଅଟନ୍ତି ୧, ୭, ୧୮, ୧୯, ୨୦, ୨୧, ୨୨, ୨୬, ୫୫, ୬୦
ଯିହୋବା ସେହି ଲୋକମାନଙ୍କୁ ରକ୍ଷା କରନ୍ତି ଯେଉଁମାନେ ତାଙ୍କୁ ପ୍ରେମ କରନ୍ତି ୬, ୨୨, ୪୦, ୫୦, ୫୨, ୫୫, ୬୪, ୭୧, ୮୪
ଯିହୋବାଙ୍କ ଦୃଷ୍ଟିରେ ସମସ୍ତେ ବହୁମୂଲ୍ୟ ଅଟନ୍ତି ୮, ୯, ୧୧, ୨୧, ୨୩, ୬୮, ୭୦, ୭୪, ୮୭, ୯୦
ଯିହୋବାଙ୍କ ଭଳି ନିଜ ପ୍ରତିଜ୍ଞା ପୂରା କରନ୍ତୁ ୮, ୯, ୧୧, ୨୩, ୨୪, ୩୧, ୩୪, ୩୫, ୩୬, ୬୬, ୯୩
ଯିହୋବାଙ୍କ ସାଙ୍ଗ ହୁଅନ୍ତୁ ୧୧, ୩୦, ୩୩, ୫୧, ୫୬, ୫୯, ୬୯, ୮୧, ୮୨
ଯିହୋବାଙ୍କୁ ପ୍ରେମ କରୁଥିବା ସାଙ୍ଗମାନେ ସବୁଠୁ ଭଲ ସାଙ୍ଗ ହୋଇଥାʼନ୍ତି ୧୬, ୩୩, ୪୨, ୮୦, ୮୭, ୧୦୦, ୧୦୩
ଯୀଶୁ, ଈଶ୍ୱରଙ୍କ ରାଜ୍ୟର ରାଜା ଅଟନ୍ତି—ତାଙ୍କ ଆଜ୍ଞା ମାନନ୍ତୁ ୭୪, ୭୮, ୭୯, ୮୩, ୮୪, ୮୫, ୯୧, ୯୨, ୯୯
ରାଗିବାର ଖରାପ ପରିଣାମ ହୋଇଥାଏ ୪, ୧୨, ୪୧, ୪୫, ୪୯, ୬୫, ୮୯
ସବୁବେଳେ ଯିହୋବାଙ୍କ ଧନ୍ୟବାଦ କରନ୍ତୁ ୨, ୬, ୬୭, ୧୦୩
ସାହସର ସହ କାମ କରନ୍ତୁ—ଯିହୋବା ସବୁବେଳେ ଆପଣଙ୍କ ସାହାଯ୍ୟ କରିବେ ୪୦, ୪୭, ୫୧, ୫୩, ୫୭, ୬୧, ୬୪, ୬୫, ୭୬, ୮୮, ୧୦୧
ସ୍ୱର୍ଗ ଓ ପୃଥିବୀରେ ଈଶ୍ୱରଙ୍କ ଇଚ୍ଛା ପୂରା ହେବ ୨୫, ୫୫, ୬୦, ୬୨, ୬୩, ୭୧, ୯୬, ୧୦୨
ସ୍ୱାର୍ଥୀ ହେଲେ ନିଜର ଓ ଅନ୍ୟମାନଙ୍କର ବି କ୍ଷତି ହୁଏ ୩, ୪, ୧୨, ୨୭, ୨୮, ୩୯, ୪୯, ୮୮