ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୬୭
  • ବାକ୍ୟର ପ୍ରଚାର କର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବାକ୍ୟର ପ୍ରଚାର କର
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ନମ୍ର ଲୋକଙ୍କୁ ଖୋଜନ୍ତୁ !
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଖୁସିର ଖବର କିପରି ପ୍ରଚାର କରାଯାଉଛି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଯିହୋବାଙ୍କ ଉପାସନା କର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ରାଜ୍ୟର ବାର୍ତ୍ତା ଜାରି ରଖ !
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୬୭

ଗୀତ ୬୭

ବାକ୍ୟର ପ୍ରଚାର କର

(୨ ତୀମଥି ୪:୨)

  1. ୧. ଯିହୋବା ଦେଇଛ କାମ

    ପୂରା କରୁ ଶେଷ ପରିଣାମ

    ସାଇତି ରଖୁ ଆଶା ହୃଦେ

    ପ୍ରସ୍ତୁତ ଆମେ କହିବୁ ସଦା

    (ଘୋଷା)

    କରୁ ପ୍ରଚାର୍‌

    କରୁ ବାକ୍ୟର ପ୍ରଚାର ।

    ହଁ ପ୍ରଚାର,

    ଅସ୍ଥାୟୀ ଦୁନିଆରେ ।

    ହଁ ପ୍ରଚାର,

    ନମ୍ର ଲୋକଙ୍କୁ କହୁ,

    ହଁ ପ୍ରଚାର,

    ପ୍ରାଣ ବଞ୍ଚୁ ।

  2. ୨. ସଂସାରେ ଭରିଛି ଦୁଷ୍ଟ ।

    ସହିବାକୁ ପଡ଼େ କେତେ କଷ୍ଟ ।

    ଘୃଣା କରିବେ ଯେ ତୋ କାମ

    କହିବି ନ ଡରି ତୁମ ନାମ

    (ଘୋଷା)

    କରୁ ପ୍ରଚାର୍‌

    କରୁ ବାକ୍ୟର ପ୍ରଚାର ।

    ହଁ ପ୍ରଚାର,

    ଅସ୍ଥାୟୀ ଦୁନିଆରେ ।

    ହଁ ପ୍ରଚାର,

    ନମ୍ର ଲୋକଙ୍କୁ କହୁ,

    ହଁ ପ୍ରଚାର,

    ପ୍ରାଣ ବଞ୍ଚୁ ।

  3. ୩. ଦେଖିବୁ ଖୁସିର ଦିନ ।

    ଯେତେ ଶିଖୁ ତୁମର ବଚନ

    କହୁ ଆମେ ଉଦ୍ଧାର ଦିନ

    କରୁ ଯିହୋବାଙ୍କ ଜୟଗାନ

    (ଘୋଷା)

    କରୁ ପ୍ରଚାର୍‌

    କରୁ ବାକ୍ୟର ପ୍ରଚାର ।

    ହଁ ପ୍ରଚାର,

    ଅସ୍ଥାୟୀ ଦୁନିଆରେ ।

    ହଁ ପ୍ରଚାର,

    ନମ୍ର ଲୋକଙ୍କୁ କହୁ,

    ହଁ ପ୍ରଚାର,

    ପ୍ରାଣ ବଞ୍ଚୁ ।

(ମାଥି. ୧୦:୭; ୨୪:୧୪; ପ୍ରେରି. ୧୦:୪୨; ୧ ପିତ. ୩:୧୫ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ