ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୮୧
  • ଅଗ୍ରଦୂତଙ୍କ ଜୀବନ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅଗ୍ରଦୂତଙ୍କ ଜୀବନ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ଜୀବନ ଏକ ଚମତ୍କାର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ମଜବୁତ୍‌ ରହିବା ଶିଖାନ୍ତୁ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଯିହୋବା ତୋ ନାମ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ନମ୍ର ଲୋକଙ୍କୁ ଖୋଜନ୍ତୁ !
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୮୧

ଗୀତ ୮୧

ଅଗ୍ରଦୂତଙ୍କ ଜୀବନ

(ଉପଦେଶକ ୧୧:୬)

  1. ୧. ଜୀବନ ମୋହର ହେଲା ମନୋହର,

    କରୁଛି ମୁଁ ଯେବେ,

    ତୁମର ହିଁ ସେବା ପ୍ରଥମେ ।

    ଦୁଃଖର ବରଷା ଆସିଲେ ଜୀବନେ,

    ସହିଯିବି ସଦା,

    କରିବି ଏ କାମ ଅଧିକ ।

    (ଘୋଷା)

    ପିତାଙ୍କ ମହିମା,

    କରିବି ମୁଁ ସଦା,

    ସକାଳରୁ ସନ୍ଧ୍ୟା, ହଁ ନିଶ୍ଚେ ।

    ଖୁସି ହୁଏ ମନ,

    ମିଳେ ଯେବେ ନମ୍ର ।

    ଏହି କାମ ଅଟେ ମୋହର ଅଭିମାନ୍‌ ।

  2. ୨. ଏ ରାସ୍ତାରେ ମିଳେ ଖୁସି ଓ ସନ୍ତୁଷ୍ଟି,

    ଯେତେ ଥକିଲେ ବି,

    ଧନ୍ୟବାଦ୍‌ ତୁମକୁ ହେ ପିତା ।

    କରିବି ବଞ୍ଚିଥିବା ଯାଏ ପ୍ରଶଂସା,

    କରେ ମୁଁ ପ୍ରତିଜ୍ଞା,

    ଜାଣେ ଆଶିଷ ଦେବେ ପିତା ।

    (ଘୋଷା)

    ପିତାଙ୍କ ମହିମା,

    କରିବି ମୁଁ ସଦା,

    ସକାଳରୁ ସନ୍ଧ୍ୟା, ହଁ ନିଶ୍ଚେ ।

    ଖୁସି ହୁଏ ମନ,

    ମିଳେ ଯେବେ ନମ୍ର ।

    ଏହି କାମ ଅଟେ ମୋହର ଅଭିମାନ୍‌ ।

(ଯିହୋ. ୨୪:୧୫; ଗୀତ. ୯୨:୨; ରୋମୀ. ୧୪:୮ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ