ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୮୩
  • ଦେଉ ସନ୍ଦେଶ ଘରେ ଘରେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଦେଉ ସନ୍ଦେଶ ଘରେ ଘରେ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ସାକ୍ଷୀମାନେ ଘର ଘର କାହିଁକି ଯାଆନ୍ତି ?
    ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ
  • ଜୀବନ ଏକ ଚମତ୍କାର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଯିହୋବା ତୋ ନାମ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଅଗ୍ରଦୂତଙ୍କ ଜୀବନ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୮୩

ଗୀତ ୮୩

ଦେଉ ସନ୍ଦେଶ ଘରେ ଘରେ

(ପ୍ରେରିତ ୨୦:୨୦)

  1. ୧. ଯାଇ ଘର-ଘର ଦ୍ୱାରେ,

    ଖୋଜୁ ନମ୍ର ଲୋକ ।

    ଧରି ବାକ୍ୟର ପ୍ରଦୀପ,

    ଦେଖାଉ ଆଲୋକ ।

    ମିଶି ଆମେ ବୃଦ୍ଧ-ଯୁବା,

    ଶୁଣାଉ ଖବର,

    କରିବେ ପିତା ଶାସନ,

    ପୃଥିବୀରେ ଶୀଘ୍ର ।

  2. ୨. ଜାଣୁ ଏ ଜଗତ ସାରା,

    ମିଳିଯିବ ଉଦ୍ଧାର୍‌ ।

    ଯିହୋବାଙ୍କ ପବିତ୍ର ନାଁ,

    କରିବ ଯେ ସ୍ୱୀକାର୍‌ ।

    କେମିତି ଜାଣିବେ ଲୋକେ,

    ନ କହିଲେ ଆମେ ?

    ହେଲେ ଆମେ ଶୁଣାଇବା,

    ସବୁ ଘରେ-ଘରେ ।

  3. ୩. ଆସିବ ପିତାଙ୍କ ରାଜ୍ୟ,

    ଜାଣୁ ଏ ପୃଥିବୀ ।

    ଦେବା ଲୋକଙ୍କୁ ସୁଯୋଗ,

    ଶୁଣିବେ ବା ନାହିଁ ।

    ଅଛନ୍ତି କେତେ ସଂସାରେ,

    ମେଷ ପରି ଲୋକ ।

    କେବେ ବି ହେବାନି ପଛ,

    ଯିବା ଘର-ଘର ।

(ପ୍ରେରି. ୨:୨୧; ରୋମୀ. ୧୦:୧୪ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ