ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୯୨
  • ଯିହୋବା ନାମର ଘର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ନାମର ଘର
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କୁ ଦେବି ମହିମା
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ମୋ ଗୁହାରି ଶୁଣ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ମହିମା ଦିଏ ଏହି ଘର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଖାସ୍‌ ସମ୍ପତ୍ତି
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୯୨

ଗୀତ ୯୨

ଯିହୋବା ନାମର ଘର

(୧ ବଂଶାବଳୀ ୨୯:୧୬)

  1. ୧. ଖୁସିର ସମୟ ଯିହୋବା,

    ଅର୍ପଣ କରୁ ଯେ ଘର ।

    ଶିକ୍ଷା ଏଠି ପାଉ ସତ୍ୟର,

    କରେ ଉଜ୍ଜ୍ୱଳ ଜୀବନ ।

    ଧନ ସମ୍ପତ୍ତି ବା ଦକ୍ଷତା,

    ଓ କଠିନ ପରିଶ୍ରମ ।

    ପାଇଛୁ ତୁମ ଠାରୁ ଆମେ,

    ଲଗାଉ ସବୁ ସେବାରେ ।

    (ଘୋଷା)

    କରୁ ସ୍ଥାପନା ଏ ଘର,

    ରହୁ ତୋର ନାମରେ ।

    ଯିହୋବା ଅର୍ପଣ କରୁ,

    ସ୍ୱୀକାର ଯେ ଘରକୁ ।

  2. ୨. ଏଠି ସ୍ତୁତିର ଗୁଞ୍ଜେ ଧ୍ୱନି,

    ଏ ଘରେ କରୁ ମହିମା ।

    ଭରିଯାଉ ଘର ରତ୍ନରେ,

    କରେ ତୋ ଗୌରବନ୍ନିତ ।

    ଦେଇଛନ୍ତି ଘରକୁ ପିତା,

    କରୁ ଯେ ପରିଚାଳନା ।

    ଇଚ୍ଛା କରୁ ଏହା ସର୍ବଦା,

    ହେଉ ସାକ୍ଷୀ ତୋ ନାମର ।

    (ଘୋଷା)

    କରୁ ସ୍ଥାପନା ଏ ଘର,

    ରହୁ ତୋର ନାମରେ ।

    ଯିହୋବା ଅର୍ପଣ କରୁ,

    ସ୍ୱୀକାର ଯେ ଘରକୁ ।

(୧ ରାଜା. ୮:୧୮, ୨୭; ୧ ବଂଶା. ୨୯:୧୧-୧୪; ପ୍ରେରି. ୨୦:୨୪ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ