ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୧୧୬
  • ଦୟା ଅଟେ ଶକ୍ତିଶାଳୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଦୟା ଅଟେ ଶକ୍ତିଶାଳୀ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • କʼଣ କୃପା କରିବା ଆପଣଙ୍କ ବ୍ୟବସ୍ଥା ଅଟେ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୧୧୬

ଗୀତ ୧୧୬

ଦୟା ଅଟେ ଶକ୍ତିଶାଳୀ

(ଏଫିସୀୟ ୪:୩୨)

  1. ୧. ଦୟାଳୁ କେତେ ତୁମେ ଯିହୋବା,

    ତୁମକୁ ପ୍ରଶଂସା ।

    ଈଶ୍ୱର ତୁମେ ସର୍ବଶକ୍ତିମାନ,

    ହେଲେ ବି ନାହିଁ ଅଭିମାନ୍‌ ।

  2. ୨. ଯୀଶୁ ବି ଦେଖାଇଥିଲେ ଦୟା,

    ଯିଏ ଥିଲେ ଏକା ।

    ଯୀଶୁ ଡାକିଲେ ଦେଲେ ବିଶ୍ରାମ,

    ଯେ ଥିଲେ ହୃଦୟେ ନମ୍ର ।

  3. ୩. ଶିଖିବା ପିତା ଓ ପୁତ୍ରଙ୍କରୁ

    ହେବା ଯେ ଦୟାଳୁ ।

    ଏ ଗୁଣରେ ଅଛି ଏତେ ଶକ୍ତି,

    ଯିବା ସବୁ ଯୁଦ୍ଧ ଜିତି ।

(ମୀଖା ୬:୮; ମାଥି. ୧୧:୨୮-୩୦; କଲ. ୩:୧୨; ୧ ପିତ. ୨:୩ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ