ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୧୪୦
  • ଜୀବନ ସବୁ ଦିନର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଜୀବନ ସବୁ ଦିନର
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ତୁମେ ନିଜ ପୁତ୍ରକୁ ଦେଲ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରଭୁଙ୍କ ରାଜ୍ୟକୁ ପ୍ରାଥମିକତା
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଯିହୋବାଙ୍କୁ ଦେବି ମହିମା
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ‘ମୁଁ ଅଛି ମୋତେ ପଠାଅ !’
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୧୪୦

ଗୀତ ୧୪୦

ଜୀବନ ସବୁ ଦିନର

(ଯୋହନ ୩:୧୬)

  1. ୧. ସୁନ୍ଦର ଦୃଶ୍ୟ ଦେଖ,

    ପୃଥିବୀ ପ୍ରେମ ଭରା ।

    ଦୁଃଖ କଷ୍ଟ ନ ଥିବ,

    ରହିବା ଖୁସିରେ !

    (କୋରସ)

    ନାଚି ଉଠେ ମନ,

    ଆସିବ ସେ ଦିନ,

    ଯେବେ ହେବ ଆୟୁଷ,

    ଚିର ଦିନ ପାଇଁ !

  2. ୨. ଆସିବ ଫେରି ଦିନେ

    ଆମ ସେ-ଯୁବା ଦିନ ।

    ଥିବେ ସାଥେ ଈଶ୍ୱର,

    ରହିବନି ଦୁଃଖ !

    (କୋରସ)

    ନାଚି ଉଠେ ମନ,

    ଆସିବ ସେ ଦିନ,

    ଯେବେ ହେବ ଆୟୁଷ,

    ଚିର ଦିନ ପାଇଁ !

  3. ୩. ପୃଥିବୀ ମହକିବ,

    ସାଜି ସବୁଜ ରଙ୍ଗ ।

    ପ୍ରତିଦିନ କରିବା,

    ପ୍ରଶଂସା ତୁମର ।

    (କୋରସ)

    ନାଚି ଉଠେ ମନ,

    ଆସିବ ସେ ଦିନ,

    ଯେବେ ହେବ ଆୟୁଷ,

    ଚିର ଦିନ ପାଇଁ !

(ଆୟୁ. ୩୩:୨୫; ଗୀତ. ୭୨:୭; ପ୍ରକା. ୨୧:୪ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ