ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୧୪୮
  • ଯିହୋବା ଉଦ୍ଧାର କରିବେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ଉଦ୍ଧାର କରିବେ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ଯିହୋବା, ଦେ ସାହସ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଖାସ୍‌ ସମ୍ପତ୍ତି
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଯିହୋବାଙ୍କୁ ଦେବି ମହିମା
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୧୪୮

ଗୀତ ୧୪୮

ଯିହୋବା ଉଦ୍ଧାର କରିବେ

(୨ ଶାମୁୟେଲ ୨୨:୧-୮)

  1. ୧. ପ୍ରମାଣ ଯେ ହେଲା, ସତ୍ୟ ତୁ ଯିହୋବା ।

    ଅସୀମ ତୋ କାମ,

    ବିଶ୍ୱରେ ଉତ୍ତମ

    ଈଶ୍ୱର, ତୋ ପରି, ଯେ ନାହିଁ କେହି;

    ଜଗତେ,

    ଶତ୍ରୁ ହେବେ ଧ୍ୱଂସ ।

    (ଘୋଷା)

    ଯିହୋବା ଉଦ୍ଧାର ତୁ କରାଇବୁ ।

    ଦେଖିବେ ସମସ୍ତେ, ତୁ ଯେ ଶକ୍ତିଶାଳୀ ।

    ତ ବିଶ୍ୱାସ ଓ ସାହସରେ,

    କହିବା ଯେ,

    ସମ୍ଭାଳିବୁ, ତୁ ହିଁ ଆମକୁ,

    ତୁ ହିଁ ମହାନ୍‌ ।

  2. ୨. ଶିକୁଳି ମୃତ୍ୟୁର, ବାନ୍ଧିଛି ମୋତେରେ !

    କର ଦୃଢ଼ ମୋତେ,

    ଗୁହାରି ମୁଁ କରେ ।

    ଜାଣେ ମୁଁ, ତୁ ଶୁଣୁ ଯେ ମୋ ପ୍ରାର୍ଥନା,

    ଜୀବନେ,

    ନିରାପଦ ରଖ !

    (ଘୋଷା)

    ଯିହୋବା ଉଦ୍ଧାର ତୁ କରାଇବୁ ।

    ଦେଖିବେ ସମସ୍ତେ, ତୁ ଯେ ଶକ୍ତିଶାଳୀ ।

    ତ ବିଶ୍ୱାସ ଓ ସାହସରେ,

    କହିବା ଯେ,

    ସମ୍ଭାଳିବୁ, ତୁ ହିଁ ଆମକୁ,

    ତୁ ହିଁ ମହାନ୍‌ ।

  3. ୩. ଗର୍ଜନ ପରିକା,

    ଦେବୁ ଯେ ଆଦେଶ;

    ଡରିବେ ତୋ ଶତ୍ରୁ,

    ନାଚିବେ ସେବକ ।

    ଯାହା ବି ଚାହୁଁ ତୁ ଯେ ହୁଏ ତାହା,

    ନିଶ୍ଚିତ,

    କରିବୁ ତୁ ରକ୍ଷା ।

    (ଘୋଷା)

    ଯିହୋବା ଉଦ୍ଧାର ତୁ କରାଇବୁ ।

    ଦେଖିବେ ସମସ୍ତେ, ତୁ ଯେ ଶକ୍ତିଶାଳୀ ।

    ତ ବିଶ୍ୱାସ ଓ ସାହସରେ,

    କହିବା ଯେ,

    ସମ୍ଭାଳିବୁ, ତୁ ହିଁ ଆମକୁ,

    ତୁ ହିଁ ମହାନ୍‌ ।

(ଗୀତ. ୧୮:୧, ୨; ୧୪୪:୧, ୨ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ