ଯିହୋବାଙ୍କୁ ଆପଣାର ସମସ୍ତ ଅନ୍ତଃକରଣ ସହିତ ପ୍ରେମ କରନ୍ତୁ
ଦ୍ୱିତୀୟ ବିବରଣ ୧୩:୩
ସକାଳ କାର୍ଯ୍ୟକ୍ରମ
୯:୪୦ ସଂଗୀତ
୯:୫୦ ଗୀତ ସଂ. ୧୦୯ ଏବଂ ପ୍ରାର୍ଥନା
୧୦:୦୦ “ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ”
୧୦:୧୫ ଯିହୋବାଙ୍କୁ ପ୍ରେମ କରିବାର ଅର୍ଥ ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କୁ ପ୍ରେମ କରିବା
୧୦:୩୦ “ତୁମ୍ଭେ ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କରିବ”
୧୦:୫୫ ଗୀତ ସଂ. ୮୨ ଏବଂ ଘୋଷଣା
୧୧:୦୫ “ପ୍ରେମ ବହୁଳ ପାପ ଆଚ୍ଛାଦନ କରେ”
୧୧:୩୫ ସମର୍ପଣ ଭାଷଣ
୧୨:୦୫ ଗୀତ ସଂ. ୫୦
ଦ୍ୱିପହର କାର୍ଯ୍ୟକ୍ରମ
୧:୨୦ ସଂଗୀତ
୧:୩୦ ଗୀତ ସଂ. ୬୨
୧:୩୫ ଅନୁଭୂତି
୧:୪୫ ପ୍ରହରୀଦୁର୍ଗର ସାରାଂଶ
୨:୧୫ ପରିଚର୍ଚ୍ଚା: ଜୀବନ ଥିବା ପର୍ଯ୍ୟନ୍ତ ଯିହୋବାଙ୍କର ପ୍ରଶଂସା କରନ୍ତୁ
ପିଲାମାନେ
ଯୁବକଯୁବତୀମାନେ
ବଡ଼ମାନେ
୩:୦୦ ଗୀତ ସଂ. ୧୦ ଏବଂ ଘୋଷଣା
୩:୧୦ ଯିହୋବାଙ୍କୁ ଆପଣାର ସମସ୍ତ ଅନ୍ତଃକରଣ ସହିତ ପ୍ରେମ କରନ୍ତୁ
୩:୫୫ ଗୀତ ସଂ. ୩୭ ଏବଂ ପ୍ରାର୍ଥନା