ଏକତାରେ ଥିବା ଯିହୋବାଙ୍କ ପରିବାର
ଏଫିସୀୟ ୪:୩
ସକାଳ କାର୍ଯ୍ୟକ୍ରମ
୯:୩୦ ସଂଗୀତ
୯:୪୦ ଗୀତ ସଂ. ୮୫ ଏବଂ ପ୍ରାର୍ଥନା
୯:୫୦ ଯିହୋବା ଆମକୁ ନିଜ ପରିବାରର ସଦସ୍ୟ କରିଛନ୍ତି !
୧୦:୦୫ ପରିଚର୍ଚ୍ଚା: ସେମାନେ ଅନ୍ୟମାନଙ୍କୁ ହୃଦୟରୁ ଆପଣାଇଲେ
• ଇଲୀହୂ
• ଲୂଦିଆ
• ଯୀଶୁ
୧୧:୦୫ ଗୀତ ସଂ. ୧୦୦ ଏବଂ ଘୋଷଣା
୧୧:୧୫ ଯିହୋବାଙ୍କ ପରିବାରର ସଦସ୍ୟ ହେବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଜାରି ରଖନ୍ତୁ
୧୧:୩୦ ସମର୍ପଣ ଓ ବାପ୍ତିସ୍ମ
୧୨:୦୦ ଗୀତ ସଂ. ୧୩୫
ଦ୍ୱିପହର କାର୍ଯ୍ୟକ୍ରମ
୧:୧୦ ସଂଗୀତ
୧:୨୦ ଗୀତ ସଂ. ୧୩୨ ଏବଂ ପ୍ରାର୍ଥନା
୧:୩୦ ବାଇବଲ ଆଧାରିତ ଜନ ଭାଷଣ: କʼଣ ଆପଣଙ୍କ ଘରେ ସୁଖ ଶାନ୍ତି ଅଛି ?
୨:୦୦ ପ୍ରହରୀଦୁର୍ଗର ସାରାଂଶ
୨:୩୦ ଗୀତ ସଂ. ୧୩୬ ଏବଂ ଘୋଷଣା
୨:୪୦ ପରିଚର୍ଚ୍ଚା: ଆମ ମଧ୍ୟରେ ଶାନ୍ତି କିପରି ବଢ଼ାଇବା ?
• ‘ନିଷ୍ଠାଜନକ ବାକ୍ୟ କହନ୍ତୁ ଯାହା ହିତଜନକ ହୁଏ’
• ‘ପ୍ରେମରେ ଆଚରଣ କରନ୍ତୁ’
• ଶତ୍ରୁମାନଙ୍କ ସାମନା କରନ୍ତୁ
୩:୪୦ ଭାଇଭଉଣୀମାନଙ୍କ ପାଇଁ ଯିହୋବାଙ୍କୁ ‘ଧନ୍ୟବାଦ ଦେବା’ ଛାଡ଼ନ୍ତୁ ନାହିଁ
୪:୧୫ ଗୀତ ସଂ. ୧୦୭ ଏବଂ ପ୍ରାର୍ଥନା