ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ:
୧. ଆମେ କାହିଁକି ସୁସମାଚାର ଶୁଣାଇବାରେ ଲଜ୍ଜା ଅନୁଭବ କରିବା ନାହିଁ ? (ରୋମୀ. ୧:୧୬; ୧୧:୧୩)
୨. ଆମେ କିପରି ଦେଖାଉ ଯେ ଆମେ ସୁସମାଚାର ଶୁଣାଇବା ପାଇଁ ପଛଘୁଞ୍ଚା ଦେଉ ନାହୁଁ ? (ମାଥି. ୧୦:୩୨; ରୋମୀ. ୧୦:୯)
୩. ଆମେ ଭଲ ପ୍ରଚାରକ କିପରି ହୋଇପାରିବା ? (୨ ତୀମ. ୨:୧୫)
୪. ଆମେ ଅନୀସିଫରଙ୍କ ପରି କିପରି ହୋଇପାରିବା ? (୨ ତୀମ. ୧:୭, ୮)
୫. ଆମେ କିପରି ଦେଖାଉ ଯେ ଈଶ୍ୱରଙ୍କ ପକ୍ଷରେ ଥିଲେ ଆମକୁ ଲଜ୍ଜା ଅନୁଭବ ହୁଏ ନାହିଁ ? (ଏବ୍ରୀ ୧୦:୩୯; ୧ ପିତ. ୩:୧୫; ଯୋହ. ୧୮:୩୬; ୧ ଥେସ. ୫:୧୨, ୧୩)
୬. ଆମେ କିପରି ଦେଖାଉ ଯେ ଆମେ ଯିହୋବାଙ୍କ ଉପରେ ଗର୍ବ କରୁ ? (ଗୀତ. ୩୪:୧, ୨; ୧ କରି. ୧:୩୧)
© 2024 Watch Tower Bible and Tract Society of Pennsylvania
CA-brpgm25-OI